ପାଉଁଜିର ଶବ୍ଦଟା ଆମଠୁଁ ଟିକେ ଦୂରରେ ଥିବା ଗହଳିଆ ବୁଦା ସେପଟୁ ଆସୁଥିଲା, ଟିକିଏ ନିରୀକ୍ଷଣ କରି ସେପଟୁକୁ ଦେଖିଲା ବେଳକୁ ଦୂରରୁ କିଛି ଗୋଟେ ଚିକ୍ ଚିକ୍ କରୁଥିଲା...
ସବୁଦିନ ଶହଶହ ଶବସତ୍କାର କରି ହାତ ଚିକ୍କଣ ସମସ୍ତଙ୍କର । କେବଳ ଆମମାନଙ୍କର ଜୀବନ ନିଉଛୁଣ । ଏ ଗାଡ଼ି ବୁକିଂ ପାଇଁ ଆପଣ ଯେଉଁ ଟଙ୍କା ଡିପୋଜିଟ୍ କରିଛନ୍ତି,...
ପ୍ରୀତିର ସେଥିପ୍ରତି ଖିଆଲ ନ ଥିଲା । ମୀରାର ରୋଗଶଯ୍ୟା ପାଖରେ ସେ ବସି ରହିଥିଲା ମୃଣୟୀ ପ୍ରତିମାଟିଏ ପରି ରାତି ରାତି ଅନିଦ୍ରା ହୋଇ ।
ଆପଣ ଆମ ଜରାନିବାସର ଜଣେ ରେକର୍ଡଧାରୀ ଅନ୍ତେବାସୀ ଆଜିଠାରୁ । କାରଣ, ଆପଣ ଆମର ଅଶୀତମ ସଦସ୍ୟ ଓ ଆପଣଙ୍କ ବୟସ ମଧ୍ୟ ଅଶୀ । ଆମେ ଆପଣଙ୍କୁ ହୃଦୟର...
ସବୁ ସମୟରେ ମା' ମୋର ଧନ ମୋର ବ୍ୟତୀତ ହେମ ବୋଲି କେବେ ଡାକନ୍ତି ନାହିଁ । ସଂସାର ଅନଭିଜ୍ଞ । ଏହି ନିରୀହ ପିତାଟିର ବେଦନା ଅନୁଭବ କରି...
ସେଗୁଡ଼ିକରେ ଲାଗିଥିଲା ଟୋପା ଟୋପା ରକ୍ତ । କେତେବେଳେ ତା' ଆଖିରେ ନିଦ ଆସିଯାଇଛି ସେ ଜାଣେ ନାହିଁ । ନିଦ ଭାଙ୍ଗିଲାବେଳକୁ ଦେଖିଲା ତା' ପାଖରେ ମାୟାଦେଈ ବସିଛି...
ମଣିଷର ପ୍ରକୃତି ହେଲା ସେ କେବଳ ନିଜ ଉନ୍ନତିରେ ସନ୍ତୁଷ୍ଟ ହୁଏ ନାହିଁଷ ଅନ୍ୟର ପତନ ଚାହେଁ ଓ ସେହି ପତନକୁ ହିଁ ନିଜର ଉନ୍ନତିର ସିଡ଼ି ବୋଲି ଭାବେ...
ଅଫିସର ତ ତାଙ୍କ ପ୍ରତି କୌଣସି ଖରାପ ବ୍ୟବହାର କରି ନାହାନ୍ତି କି ଆମ୍ଭେମାନେ ତାଙ୍କୁ କୌଣସି ଅସମ୍ମାନ କରିନାହୁଁ । ଏ ଉଦ୍ଭଟ୍ଟ ଧାରଣା ତାଙ୍କ ମୁଣ୍ଡକୁ ଆସିଲା...
ତୁମେ ସୁନ୍ଦରୀ ରୂପବତୀ ତରୁଣୀ । ତୁମ ଭିତରେ ସୌନ୍ଦର୍ଯ୍ୟ ପ୍ରତି, ଯୌବନ ପ୍ରତି ଆକର୍ଷଣ ତୀବ୍ର ହେବା ସ୍ୱାଭାବିକ । ତୁମ ଭିତରେ କାମତୃଷ୍ଣା ତୁମକୁ ଅସ୍ଥିର କରୁଥିବ...
ମେଘା ରୋଷେଇ ଘରକୁ ଗଲା, ଟିଣ ଡବା ମଝିରୁ କାଗଜରେ ଗୁଡ଼ା ହେଇଥିବା ଭଜା ମାଂସଖଣ୍ଡଗୁଡ଼ିକୁ ଏକ ପଲିଥିନ୍ରେ ଭର୍ତ୍ତି କରି ଘରର ପଛପଟ ଗେଟ୍ ଦେଇ ବାହାରକୁ ଯିବାକୁ...
ଆପଣଙ୍କ ମତାମତ