ତାଙ୍କର ଅଜାଣତରେ ତାଙ୍କୁ ଯେ କେହି ଅବଲୋକନ କରି ମୁଗ୍ଧ ହେଉଛନ୍ତି, ତାହା ଜାଣିବା ତାଙ୍କ ପକ୍ଷରେ ସମ୍ଭବ ନଥିଲା । ସେମାନେ ପାର୍ଥିବ ଜଗତର କେହି ନଥିଲେ, ତେଣୁ...
ରିଚାର୍ଜ କରିବା ପାଇଁ ପଇସା କୋଉଁଠୁ ଆଣୁଛୁ ? ମୁଁ ଜାଣିବାରେ ତୁ ତ କିଛି କାମ ଧାମ କରୁନୁ. . . ସିଲେଇ ଶିଖିବାକୁ କହି. . ....
ସେ ସୁଧ ପଇସା ବାବଦରେ ତା' ଘର ଖଣ୍ଡିକ ବି ଚାଲିଗଲା । ସବୁବେଳେ ଗୁମ୍ ମାରି ବସୁଥିଲା । ଦେଖୁ ଦେଖୁ ତା'ର ଏହି ଅବସ୍ଥା ।
ତା'ର ଇଚ୍ଛା ହେଉଥିଲା ବହିଖାତା ସବୁକୁ ଛିନ୍ଛତ୍ର କରି ଫୋପାଡ଼ି ଦିଅନ୍ତା, ଟୁକୁଡ଼ା ଟୁକୁଡ଼ା କରି ଚିରି ପକାନ୍ତା ଓ କବାଟ ଖୋଲି ମଣ୍ଟୁ, ବେବିନାଙ୍କ ପାଖକୁ ପଳେଇ ଯାଆନ୍ତା
ସ୍ତିମିତ ଆଳୁଅରେ ମୁଁ ପଢ଼ିନେଲି, ତା' ମୁହଁରେ ଚିନ୍ତାର ଛାପ ନ ଥିଲା ପରି ଲାଗୁଥିଲା । ଏମିତି ଗୋଟେ ଘଟଣା ଘଟିଯିବ ବୋଲି ସେ ଆଗରୁ ଯେମିତି ପ୍ରସ୍ତୁତ...
ମୋ ନାମ ସୀମା । ମୋତେ ସରୋଜ ବହୁଦିନରୁ ବିବାହ କରିଛନ୍ତି । ଏଇ ପୁଅ ଏବଂ ଝିଅ ତାଙ୍କର ଏବଂ ମୋର । ନିଜ ଦୋଷରୁ ତାଙ୍କୁ ଚାକିରୀରୁ...
ଆସ ଅର୍ଜୁନ, ମୋର ଏହି ମୃଣାଳନିନ୍ଦି ବାହୁଯୁଗଳକୁ ତୁମର କଣ୍ଠଲଗ୍ନ କର । ମତେ ନିବିଡ଼ ଭାବରେ ଆଲିଙ୍ଗନ କରି ଅନୁଭବ କର ଯେ ଏପର୍ଯ୍ୟନ୍ତ ନୀତି ଅନୀତିର ଦ୍ୱନ୍ଦ୍ୱରେ...
ଅଜଣା ବଦ୍ମାସ୍ ଲୋକଙ୍କ ଧମକ ନୁହେଁ ବରଂ ରୀତାଙ୍କ କଥା ତାଙ୍କ ମନରେ ଭୟ ସୃଷ୍ଟି କରୁଥିଲା । ସତରେ କ'ଣ ରୀତା ଏମିତି ପଦକ୍ଷେପ ନେବ ନା ମିଛରେ...
ହେଲେ ଅତୀତ ତ ଅତୀତ, ବର୍ତ୍ତମାନ ଭିତରକୁ ସେ ସେତେବେଳେ ପଶିଆସେ ଯେତେବେଳେ ବର୍ତ୍ତମାନରେ କିଛି ଫାଙ୍କ ରହିଯାଏ । ଗୋଟେ କଥା ପଚାରିବି ସତ କହିବ ଲୋପା, "ତୁମେ...
ତା'ର ଏ ଅବସ୍ଥା, ନିଜ ପ୍ରତି ଘୋର୍ ଅବହେଳା କାହା ଉପରେ କୌଣସି ପ୍ରଭାବ ହିଁ ପକାଉ ନଥିଲା । ସ୍ୱାମୀ ଥାଇ ନ ଥିଲା ପରି ।
ଆପଣଙ୍କ ମତାମତ