ପୁସ୍ତକ ସମୀକ୍ଷା
ଡାଫୋଡିଲ୍ସ ୧୭୦ – ୧୭୦ ଟି ଅଣୁଗପରେ ଜୀବନ ବହୁବର୍ଣ୍ଣା
ଶକ୍ତି ସୁମନ ଦାସ
ଦୀର୍ଘଗପରୁ ଅଣୁଗପ ପର୍ଯ୍ୟନ୍ତ ତାଙ୍କର ଏ ଜୟଯାତ୍ରା ଯେତିକି ମହତ୍ତ୍ୱପୂର୍ଣ୍ଣ ସେତିକି ଗୌରବାବହ । ଜୀବନାନୁଭୂତିର ଟିକିନିଖି ପରୀକ୍ଷାରେ ସମୃଦ୍ଧ ଏହି ଅଣୁଗପ ସଂକଳନଟି ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିବ...
ଆପଣଙ୍କ ମତାମତ