ଚେତା ଫେରିଲାପରେ ଦେଖିଲି ଘରେ ମୁଁ ଶୋଇଛି ବୋଉ କୋଳରେ, ବୋଉ କାନ୍ଦୁଛି ପିଲାଙ୍କ ପରି କଇଁ କଇଁ ହୋଇ । ମୁଁ ଭାବୁଥିଲି ପାହାନ୍ତିଆ ଦୁଃସ୍ଵପ୍ନ ସତ ହୋଇଯାଏ...
ଆପଣଙ୍କ ମତାମତ