ବେପରୁଆ ରିକ୍ସା ଚଳାଇବାର ଲକ୍ଷଣ ସ୍ପଷ୍ଟ ବାରି ହୋଇ ଯାଉଥିଲା ତା'ର ଖିଆଲି ମନର ଭାବନାରୁ । ଏସବୁର ଉତ୍ତର ଗୋଟିଏ ଥିଲା, କେବଳ ଆନନ୍ଦଜନିତ ଆତ୍ମହରା ।
ସତରେ ବାବୁ ! ମୁଁ ସେ ଟଙ୍କା ଗଛ ଦେଖିଛି ପରା ।
ସଭା ପ୍ରାରମ୍ଭରେ ଦେଶାତ୍ମବୋଧ ସଂଗୀତ ଛାଡ଼ି ଓଡ଼ିଆ ଲଘୁସଂଗୀତଟିକୁ କାହିଁକି ଯେ ଗାନ କଲେ ଜଣାପଡୁ ନଥାଏ । ମୁଁ ଭାବିଲି ବିଶୁବାବୁ ଜଣେ ପେଷାଦାର ଗାୟକ ନୁହଁନ୍ତି, ତେଣୁ...
ଶରୀରମାଦ୍ୟ ଖଳୁ ଧର୍ମ ସାଧନମ୍ । ଆଗେ ଖାଇ ପିଇ ସୁସ୍ଥ ହେଲେ ସିନା ଆଉ ଯାହା କରିବା ।
ଚାକିରୀରୁ, ପାଠପଢ଼ାରୁ ସ୍ଥାନ ସଂରକ୍ଷଣ ଉଠିଯାଉ । ଯୁଗ ଯୁଗ ଧରି ମହାପୁରୁଷମାନେ ଜାତି ଧର୍ମ ଭେଦଭାବ ଉପରେ ଏତେ କଥା କହି ଆସିଲେ ଲାଭ କ'ଣ ହେଲା ?
ହାତରେ ଧରିଥିବା ବହୁବର୍ଣ୍ଣା ପ୍ଲାକାର୍ଡ ପଢ଼ିବା ତ ଦୂରର କଥା, ସେ ସମ୍ପର୍କରେ କିଛି ଜାଣନ୍ତି ନାହିଁ । ସହରରେ ଟଙ୍କା ରୋଜଗାର କରିବା ସେମାନଙ୍କ ଲକ୍ଷ୍ୟ ।
ତା' ଛଡ଼ା ମୁଁ ବୁଝିପାରୁ ନଥିଲି କ୍ଷୀରୁଆ ଏ ନିରାଶ୍ରୟୀ ସହିତ କାହିଁକି ଲାଗୁଥିଲା ? କ'ଣ ଇଜ୍ଜତ ନା ଟଙ୍କା ଲୁଟ ପାଇଁ ?
ଅନୁରାଧା. . . ! ସତ କହିଲ ଏଥର । ତାହା ନାଟ୍ୟମଞ୍ଚ ନଥିଲା ବରଂ ମୋ ଭଳି ଭସ୍ମାସୁରମାନଙ୍କ ମହାମିଳନର ମଞ୍ଚ ଥିଲା ।
ଏଗୁଡ଼ାକ ବାହାରକୁ ସପ୍ଲାଏ ହଉଚି । ଆମ ରାଜ୍ୟରେ ୟା'ର ମୂଲ କେହି ବୁଝନ୍ତି ନାହିଁ । କଲିକତାରେ ୟା'ର କୁଇଣ୍ଟାଲ ଚଉଦଶହ ଟଙ୍କା । ଯଦି ପୁରା ଶୁଖିଲା...
ପାଶ୍ଚାତ୍ୟ ଶିକ୍ଷା ଏବଂ ସଂସ୍କୃତିର ଅବହାୱା ଆମକୁ ଅଣନିଶ୍ୱାସୀ କରିଦେଇଥିଲେ ହେଁ ତଥାପି ସ୍ମାର୍ଟ ସିଟିର ଦ୍ୱାହିରେ ମନ ଯାନରେ ଆମେ ଚଉଦ ଭୁବନ ବୁଲି ଆସିଲୁଣି ।
ଆପଣଙ୍କ ମତାମତ