ସଗୁଣ ଉପାସକକୁ ସର୍ବଶ୍ରେଷ୍ଠ ଓ ନିର୍ଗୁଣ ଉପାସକକୁ ସେ ପ୍ରାପ୍ତ ହୁଅନ୍ତି କହି ଶ୍ରୀକୃଷ୍ଣ ତାଙ୍କ ଉତ୍ତରକୁ ଜଟିଳ କରିଦେଇଥିବା ମନେହୁଏ ।
ସମୁଦ୍ରକୁ ଲମ୍ଫ ଦେବାର ଦୁର୍ଦ୍ଦର୍ଷ କୁଶଳୀ ନାଉରୀପଣ ଆଜି ଅତୀତ ହେଲେ ବି ପର୍ବପର୍ବାଣୀ ଓ ଅନୁଷ୍ଠାନର ପଟୁଆର ଭିତରେ ତା'ର ସ୍ପନ୍ଦନ ଏବେ ବି ଉଷ୍ମ ଏହା ସ୍ୱୀକାର...
ଉତ୍କଳ ଦିବସ ହିଁ ପ୍ରତ୍ୟେକ ଓଡିଆର ଆତ୍ମବିଶ୍ୱାସର ମାପକାଠି । ଯେଉଁ ମହାନ୍ ଓଡିଆମାନଙ୍କ ତ୍ୟାଗ, ତପସ୍ୟା ଓ ସାଧନାର ଫଳସ୍ୱରୁପ ଓଡିଶା ଆଜି ଏକ ସ୍ୱତନ୍ତ୍ର ପରିଚୟ ପାଇପାରିଛି...
କେବଳ ଖାଦ୍ୟକୁ ବୋଧହୁଏ ଛାଡ଼ିଦେଲେ, ଶିକ୍ଷା, ବୈଷୟିକ ଯୋଗ୍ୟତା, ନିଯୁକ୍ତି ପ୍ରାପ୍ତିର ଯୋଗ୍ୟତା ଏବଂ ଜୀବନଧାରଣ ପାଇଁ ଆବଶ୍ୟକୀୟ କର୍ମସଂସ୍ଥାନଟିଏ ପାଇଁ ଆଜିକାଲିର ପିଲା ବାରଦୁଆର ଶୁଣ୍ଢିପିଣ୍ଡା, ରାସ୍ତାଘାଟର ଯାଯାବର
ଭଗବାନ୍ କେବେ ଅପବିତ୍ର ହୋଇପାରିବେ ନାହିଁ, ସେ ଅପବିତ୍ରକୁ ପବିତ୍ର କରନ୍ତି ।
ଭାଗବତର ନବାକ୍ଷରୀ ଛନ୍ଦରେ ରଚିତ ଏହି ପୁସ୍ତକରେ କନିକା ରାଜାଙ୍କ କୁଶାସନ, ପ୍ରଜାଙ୍କଠାରୁ ବଳପୂର୍ବକ ଚଉଷଠି ପ୍ରକାର କର ଆଦାୟ ଓ ନିରୀହ ପ୍ରଜାମାନଙ୍କ ଅକଥନୀୟ ଦୁର୍ଦ୍ଦଶା ଆଦିର ବର୍ଣ୍ଣନା...
ସତ୍ୟ ସଂକଳ୍ପ- "ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି"ର ପରିଣାମ ସତରେ ଏତେ ଭୟଙ୍କର ହୋଇଉଠେ ଯେ ତାହା କେବେ ବିଶ୍ୱାସ କରିହୁଏନା ।...
ଖୁସି ହୋଇପାରିବେ କି ବନ୍ୟା ମରୁଡ଼ିରେ କ୍ଷତିଗ୍ରସ୍ତ ହେଉଥିବା ସର୍ବହରା ଚାଷୀମାନେ ? ତେବେ କାହିଁକି ଆମର ଛାତି ସବୁ ଫାଟି ପଡୁଛି ଗର୍ବରେ ? ବର୍ଷ ବର୍ଷ ଧରି...
ଏହାଦ୍ୱାରା ବାର୍ତ୍ତାଳାପକୁ ମୁଖ୍ୟ ଭାବରେ ଗ୍ରହଣ କରାଯାଇ ରିଙ୍ଗଟୋନ୍ ମନ୍ତ୍ରର ଗୌଣତ୍ୱ ସ୍ୱୀକାର କରାଯାଏ ।
ଆଜିକି ବାଇଶି ବର୍ଷ ତଳେ ଓଡ଼ିଶାରେ ସର୍ବପ୍ରଥମ କରି ଆୟୋଜିତ ହୋଇଥିବା ଏହି ମେଳାଟି ଓଡ଼ିଶାର ପାଠକମାନଙ୍କ ଦ୍ୱାରା ଆଶାତୀତ ଭାବେ ଗ୍ରହଣୀୟ ହୋଇପାରିଥିଲା ।
ଆପଣଙ୍କ ମତାମତ