ଯୁଗ ଯୁଗ ଧରି ଅନ୍ଧ ବିଶ୍ୱାସର ଅମୁହାଁ ଗଳିରେ ବାସ କରୁଥିବା ମଣିଷମାନଙ୍କୁ ନୂତନ ଜ୍ଞାନରେ ଆଲୋକିତ କରି ପରିବର୍ତ୍ତନ କରିବା ପାଇଁ ସମୟ ତ ଲାଗିବ ।
ଯଦି ସମାଜ ବ୍ୟବସ୍ଥାରେ ପିତା ପୁତ୍ର ପାଇଁ ଧନ ଛାଡ଼ି ଯିବା ଠିକ୍ ନୁହେଁ, ପୁତ୍ର ନିଜେ କର୍ମ କରି ଧନ ରୋଜଗାର କରିବା ପାଇଁ ନିୟମ ରହିବ ତେବେ...
ଏଇଠି ପ୍ରଶ୍ନ ଉଠୁଛି- ଯଦି ଠିକ୍ ଥିଲା, ସେହି ଯୁଗମାନଙ୍କରେ ଘଟିଥିବା ଯୁଦ୍ଧ, ହିଂସା, ଅନ୍ୟାୟ, ଅତ୍ୟାଚାର, ଶୋଷଣ, ନାରୀ ନିର୍ଯ୍ୟାତନା ବିଷୟରେ ଆମର ଧର୍ମଶାସ୍ତ୍ରମାନଙ୍କରେ ବିସ୍ତାର ଭାବେ ବର୍ଣ୍ଣନା...
ଆପଣଙ୍କ ମତାମତ