ମାଷ୍ଟ୍ରଙ୍କର ଦରମା ବଢୁଛି । ଅଫିସର୍ ଦରମା ସଙ୍ଗରେ କିଳାପୋତି ବଢୁଛି । ଏମ୍.ଏଲ୍.ଏ.ଙ୍କର ଭତ୍ତା ବଢୁଛି । ମୋ ମାଆ ଶହେଟି ଟଙ୍କା ଭତ୍ତା ପାଇଲାନି
ମୁଁ ପ୍ରାୟ ଦେଖୁଛି କି ତୁ ସବୁବେଳେ ତୋ ମାଆ କୋଳରେ ପଡିରହୁଛୁ । ଏମିତି ସର୍ବଦା ମାଆ କୋଳରେ ଶୋଇ ସୁନିଦ୍ରା ଯିବା ସହିତ ସୁଖକର ସ୍ୱପ୍ନ ଦେଖିପାରିବୁନି...
ଆପଣଙ୍କ ମତାମତ