ଏଇ କେତେଦିନ ହେଲା ମମି ତାକୁ ଆଦୌ ପାଖରେ ଶୁଆଉ ନାହାନ୍ତି । ତା' ନିଜ ଜିନିଷପତ୍ର ସବୁ ଅଲଗା ରୁମ୍ରେ । ସେ କୁଆଡ଼େ ବଡ଼ ହୋଇଗଲାଣି ।
ଆପଣଙ୍କ ମତାମତ