ଏବେ ତମେ ବଂଧୁ ରୂପେ ମୋ ସହ ହାତ ମିଳାଇପାରେ କିମ୍ବା ସହମତିର ସଂସାର ଗଢିବା ପାଇଁ... ସିନ୍ଦୂର ପିନ୍ଧାଇପାର !!
ହଠାତ୍ ଶାଶୁ କହିଲେ- ସ୍ୱାମୀ ଓ ପରିବାରର ସହିତ ଦୀର୍ଘକାଳ ସୁଖରେ ଲୁହ ବୋଲି ଆଶୀର୍ବାଦ କରିବେ ନାହିଁ ଯୋଗୀବର । ସାଧ୍ୱୀ ହେବାର ଆଶୀର୍ବାଦ ।
ଭାବନାରେ ଭାସି ଭାସି ଭୁଲ୍ କରୁଛ ପଦ୍ମା । ଆବୋରେସନ୍ କରିବାକୁ ଆସ । ନ ହେଲେ, ସବୁଦିନକୁ ତମ ଘରେ ରହିବାକୁ ଆସ, କିନ୍ତୁ ନ ଆସିବା କଥା...
ଜ୍ୟୋତି ସାଧନା କରିବାକୁ କହୁଛନ୍ତି । ଯେଉଁ ଜ୍ୟୋତି ତାଙ୍କର, ମୋ ପେଟରେ ବଢୁଛି, ତା' ଭବିଷ୍ୟତ କଥା ହେଲେ ପଚାରିଥାଆନ୍ତେ ।
ଫେସ୍ବୁକ୍ ପ୍ରଭାବରେ ବାୟାଣୀ ହେଇ ମୋବାଇଲ୍ ଫୋନ୍ରେ ଲୋଟୁଥିବା, ସଂସ୍କାରହୀନା ସ୍ୱୈରାଚାରିଣୀ, ପାଗଳିନୀ ମୁଁ. . . ସୁସ୍ଥ ସମାଜ ପାଇଁ ଅଭିଶାପ ମୁଁ ।
ଭାରି ଟେମ୍ପଟେସନ୍ ଫିଲ୍ କରୁଛି । ବାହାରକୁ ଯିବା ପାଇଁ ପର୍ମିଶନ୍ ଦିଅନ୍ତୁ ପ୍ଲିଜ୍. . . ।
ଆକାଶରୁ ଖସିଲାପରି ଚିତ୍କାର କଲା ବନ୍ୟା. . . ତୁ ! ! ! ଅଧିକ ବିସ୍ମୟ, ଅଳ୍ପ ପ୍ରଶ୍ନ. . . ସବୁ ମିଶି ବନ୍ୟାକୁ ଝାଳ ଜୁଡୁବୁଡ...
ଭାଇ ବାହା ହେଇ, ଚାକିରିକରି, ତା' ଜାଗାକୁ ନେଇଯିବ ଭାଉଜଙ୍କୁ । ଆମ ସମାଜରେ ଏମିତି ଘଟୁଛି । ବାପା ବୋଉ ବୁଢ଼ାବୁଢ଼ୀ ହେଇସାରିଥିବେ । ତାଙ୍କୁ ସେବା ଟିକେ...
ସତରେ କ'ଣ ଗରମ ତେଲ କାନରେ ପକାଇବ ଚନ୍ଦ୍ରା । ମୋଟେ ନୁହେଁ । ଏତେ ବୋକାମି ସେ ନିଶ୍ଚୟ କରିବ ନାହିଁ । ପୁଣି ଭାବିଲା- ତାକୁ ଭରସା...
ରାତି ପାହିଲେ ଦାନ୍ତପତ୍ର ଘଷିବ । ଯାଏଁ. . . ଲକ୍ଷ୍ମୀ ପାଦ ଆଙ୍କେ ।
ଆପଣଙ୍କ ମତାମତ