ମୋର ପାଠପଢ଼ା ସରିଛି, ବାପା ଚାଲିଗଲେ କିଛି ଦିନରେ । ଘରେ ଆଉ ବଡ଼ କିଏ ? ମୋତେ ହିଁ ଚାକିରି କରି ମା ଆଉ ଦୁଇ ଭଉଣୀଙ୍କୁ ସମ୍ଭାଳିବାକୁ...
ଦେଖା ଆଉ ନାହିଁ ସମ୍ୱଲପୁରୀ, ଅବା ବ୍ରହ୍ମପୁର ପାଟ, ଅନ୍ୟ ଦେଖାଦେଖି ବିଦେଶୀ ଫେସନ ଖୋଲି ଦେଇଅଛି ବାଟ ।
ଡାକି ଥିଲି ଆସ, ଆସ ମଉସୁମୀ, ଆ'ରେ ବରଷା ଆ । ସ୍ୱାଗତ ତୋହର ଆମରି ସହରେ, ଅଧୀର ହେଲାଣି ମନପ୍ରାଣ ଆମ ବରଷାଇ ଦେଇ ଯା' ।
ଘର ଅଗଣାରେ, ସାହି ରାସ୍ତାପରେ ହଜାଇଛି କେତେ ଅଭୂଲା ସ୍ମୃତି, ଫେରି କି ଆସନ୍ତା, ସେଇ ଦିନ ମୋର ପୁଣି ଯେ ଗାଆନ୍ତି, ସେ ବାଲ୍ୟ ଗୀତି ।
ରାଜା ଥିଲି ମୁହିଁ, ଏବେ ମଧ୍ୟ ରାଜା ତପ୍ତ ରୁଧିରର ଶରୀର ମୋର, ଅସାଧାରଣ ମୁଁ ନୁହେଁ ସାଧାରଣ ମୁଁ ସେହି ପୁରୁଣା କ୍ଷତ୍ରିୟ ବୀର ।
ଆପଣଙ୍କ ମତାମତ