ଯାଅ ! ତୁମେ ଏ ଘରଛାଡି କୁଆଡେ ଯିବା ଦରକାର ନାହିଁ, କିନ୍ତୁ ମୁଁ ତୁମ ସାଙ୍ଗରେ ରହିପାରିବିନି । ମୁଁ ବିବେକ ଘରେ ରହିବି ।
ସେ ଡରକୁ ଲୁଚେଇ, ହସଟେ ଖୋଜିବାକୁ ମନ ସଙ୍ଗେ ଲଢିବାକୁ ପଡ଼େ ଡବ ଡବ ଉଛୁଳା ଲୁହକୁ ଲୁଚେଇ ହୁଏନି କାନ୍ଦି ପକେଇଲେ ଉଶାସ ଲାଗେନି
ତୁମ ଶ୍ରୀ ଚରଣେ ମନ ରଖିଥାଏ କେଡେ ମନୋଲୋଭା ତୁମେ । ଚଞ୍ଚଳା ମନାକୁ ଆୟତ କରିଛ କଳା ଗୁଣି ବୋଲା ଯାଏ ।
ହେଲେ ଶୁଣ , ଏଇ ଥର ଯେବେ ମୋ ପାଖକୁ ଫେରିବ, ସାଥିରେ ମେଞ୍ଚା ସମୟ ଆଉ ଧର୍ଯ୍ୟ ନେଇକି ଆସିବ । ମୋ ସବୁ ଅଭିଯୋଗ ଶୁଣିବା ପାଇଁ...
ଆପଣଙ୍କ ମତାମତ