ଡଃ. ଅଜିତ୍ କୁମାର ତ୍ରିପାଠୀ

ଡଃ. ଅଜିତ୍ କୁମାର ତ୍ରିପାଠୀ

ଜନ୍ମ:- ୧୯୪୯, ସୁବର୍ଣ୍ଣପୁର, ବାଙ୍କୀ । ଗ୍ରାମ:- ଆଙ୍କୁଲା, ଆଠଗଡ଼ । ପିତା:- ଶ୍ରୀ ସଚ୍ଚିଦାନନ୍ଦ ତ୍ରିପାଠୀ, ଅବସରପ୍ରାପ୍ତ ଆଇ.ପି.ଏସ୍. । ମାତା:- ଶ୍ରୀମତୀ ବିଷ୍ଣୁପ୍ରିୟା ଦେବୀ । ଶିକ୍ଷା:- ଢେଙ୍କାନାଳ, ବଲାଙ୍ଗୀର, କଟକ ଓ ବାଣୀବିହାରେ ଶିକ୍ଷାଲାଭ ରାଜନୀତି ବିଜ୍ଞାନରେ ଏମ୍.ଏ. (୧୯୭୦) ଓ ପି.ଏଚ୍.ଡ଼ି (୨୦୧୧) । ବୃତ୍ତି:- ୧୯୭୧ରେ ଅଧ୍ୟାପକ, ରାଜନୀତି ବିଜ୍ଞାନ, ବାଣୀବିହାର । ୧୯୭୨-୭୩ରେ ପ୍ରୋବେସନାରୀ ଅଫିସର୍, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ । ୧୯୭୩ଠାରୁ ଭାରତୀୟ ପ୍ରଶାସନ ସେବାରେ ଯୋଗଦାନ । ୨୦୦୯ରେ ମୁଖ୍ୟ ଶାସନ ସଚିବ ଭାବେ ଅବସର ଗ୍ରହଣ କଲାପରେ ରାଜ୍ୟ ନିର୍ବାଚନ କମିଶନର୍, ଓଡ଼ିଶା ଭାବେ ନିଯୁକ୍ତ ।

Posts By ଡଃ. ଅଜିତ୍ କୁମାର ତ୍ରିପାଠୀ

To Top