ଶ୍ରୀ ପ୍ରକାଶ ବେହେରା

ଶ୍ରୀ ପ୍ରକାଶ ବେହେରା

ଗାଳ୍ପିକ ପ୍ରକାଶ ବେହେରା ନିଜ ଗଳ୍ପଗୁଡ଼ିକୁ ନେଇ ଓଡ଼ିଆ ପାଠକ ମହଲରେ ବେଶ୍ ଆଦୃତ । "ଏଠି ଖାଲି ଫୁଲ ରହୁ", ଗଳ୍ପ ପୁସ୍ତକରେ ଗାଳ୍ପିକ ବର୍ତ୍ତମାନ ସମୟକୁ ବର୍ଣ୍ଣିତ କରିଛନ୍ତି । ଆଧୁନିକ ସମାଜରେ ମନୁଷ୍ୟର ବେଗ ବୃଦ୍ଧି ପାଇଥିବା ବେଳେ ତା'ର ଆବେଗର କିପରି ହ୍ରାସ ଘଟିଛି ତାହାର ବର୍ଣ୍ଣନା କରିଛନ୍ତି । ମାନବ ମଧ୍ୟରେ ଅମାନବତାକୁ ଦେଖି ବ୍ୟଥିତ ହେଉଥିବା କୁନି ପିଲାଟି ମନରେ ସବୁ ମଣିଷ ଫୁଲ ଭଳି ଫୁଟି ଉଠିବା ଆଶାଟିଏ ଅଙ୍କୁରିତ ହୋଇଛି । ଏହା ବାସ୍ତବତାକୁ ଇଙ୍ଗିତ କରୁଥିବା ଏକ ଶକ୍ତ ଆଘାତ ନୁହେଁ ତ ଆଉ କ'ଣ ?

Posts By ଶ୍ରୀ ପ୍ରକାଶ ବେହେରା

To Top