ତା'ଧୂଳିକୋଳ, କେତେ କୋମଳ, ମୃଦୁପବନ ଶୀତଳ ଜଳ, ଜାତି ଜାତିକା ମଧୁର ଫଳ, ଶରିର ମଧ୍ୟେ ଦେଇଛି ବଳ, ପାହାଡ଼ବଣ, ରଙ୍ଗିନ୍ ଫୁଲ, ମନକୁ ଦିଏ ମୋହିରେ ସେହି ମୋ...
ସ୍ମିତହାସ୍ୟଟିଏ ଫୁଟି ଉଠିଥିଲା ମୋ ମୁହଁରେ ଛବିଟା ବି ଜୀବନ୍ତ ହୋଇ ଉଠିଥିଲା ସେ ଆଖିର ଚମକରେ ଚମକି ଯାଉଥିଲା ଛବିଟା ଆସ୍ତେ ଆସ୍ତେ ମୁଁ ଆଉ ଛବିଟାକୁ ଅନେଇଲିନି
ସାମ୍ନାରେ ତ .... କେବଳ, ଉଚ୍ଚ ପରବତ, ଆଉ...., ଲୋମ ଟାଙ୍କୁରା, ସୁଲୁସୁଲିଆ ପବନ ।
ସମୟ ପରି ବହି ଯାଇଚ ବୋଲି ଦୂରକୁ, ଅନେକ ଦୂରକୁ କହିବି ନାହିଁ ତମେ ପାଣିର ଧାର ।
ବୁଢ଼ା କହିଲା ତୁମେ ବିନା ପରିଶ୍ରମରେ ଏ ଫଳଟି ଖାଇଲ, ବିନା ପରିଶ୍ରମର ଫଳଠାରୁ ପରିଶ୍ରମର ଫଳ ବହୁତ ମିଠା ।
ଆପଣଙ୍କ ମତାମତ