ମୁନିଋଷିମାନେ ପ୍ରକୃତ ତତ୍ତ୍ୱକୁ ଲୁଚାଇବା ପାଇଁ ପୁରାଣମାନଙ୍କରେ ଯେଉଁ ଗଣ୍ଠି ପକାଇ ଯାଇଛନ୍ତି, ତାହା ମୁଁ ଫିଟାଇ ଦେଇଛି ମାତ୍ର ।
ତୋର ବୀର୍ଯ୍ୟରୁ ଜାତ ମୋର ଗର୍ଭସ୍ଥ ସନ୍ତାନ ପ୍ରଥମେ ତୋତେ ବିନାଶ କରିବ ଏବଂ ପୃଥିବୀରେ ଅତି ପ୍ରତାପୀ ହୋଇ ଦେବଗଣଙ୍କୁ ଶତ୍ରୁତାଚରଣ କରିବ । ତ୍ରିପୁର ବିଜୟୀ ମହାପ୍ରତାପୀ...
ପ୍ରାଚୀନ ଆର୍ଯ୍ୟ ବୈଜ୍ଞାନିକ ଚିନ୍ତାଧାରା ଗୁଡ଼ିକ ଅନ୍ଧବିଶ୍ୱାସ ରୂପରେ ସମାଜରେ ପ୍ରଚଳିତ ହେଲା ସିନା, କିନ୍ତୁ ତାର ତାତ୍ତ୍ୱିକ ଦୃଷ୍ଟିକୋଣ ସଂପର୍କରେ ଆମ୍ଭେମାନେ ସମ୍ପୂର୍ଣ୍ଣ ଅଜ୍ଞ ହୋଇ ରହିଗଲୁ ।
ପାଛୋଟି ନେଲି ମୁଁ କରି ଆଦର ଲକ୍ଷ୍ମୀ ଆସିଛନ୍ତି ଘରକୁ ମୋର
ଅର୍ଥ ସଚିବ ତ ଏଇଆ ଚାହୁଁଛନ୍ତି ଛକ ଉପରେ ମଦଦୋକାନ ଖୋଲୁ । ଦେଶଟା ବିକଳାଙ୍ଗ ହେଉ, ଲୋକମାନେ ବିକଳାଙ୍ଗ ହୁଅନ୍ତୁ !!!
କବିତା ତଳେ ତମର ନାଁ ଲେଖା ହୋଇଥିଲା । ମୁଁ କହିଲି, ଏଇଟା ଦେବଭାଇ ଲେଖିଛନ୍ତି, କବିତାଟିଏ ।
ତ୍ରେତୟାରେ ରାବଣ ତିନୋଟି ଅକ୍ଷର, ଦ୍ୱାପରରେ କଂସ ଦୁଇଟି ଅକ୍ଷର, କଳିରେ ମୁଁ ଗୋଟିଏ ଅକ୍ଷର ।
ମୁଁ କଣ ତ୍ରୀଡ଼ନକ ନା ବ୍ୟାଘ୍ର ଜଳଚର ନା ସ୍ଥଳଚର ବା ଉଭୟଚର ନା ଆତ୍ମା ଭିତର ଉଞଡ଼ନ୍ତା ପକ୍ଷୀ ?
ହଜାଇ ଦେଇଛି କବିତାଖାତା ନବ ପଲ୍ଲବରେ ବସନ୍ତ ସ୍ୱାକ୍ଷର ସବୁଜ କ୍ଷେତରେ କିଶୋରୀ ପବନର ଉଚ୍ଚନ୍ନ ନୂପୁର
ଖବର ଆଣେ ସକାଳର ନରମ ଖରା କାନ୍ଦିଥିଲା କିଏ କାଲି ରାତିରେ, ବିନ୍ଦୁ ବିନ୍ଦୁ ଅଚିହ୍ନା ଲୁହ ଚିହ୍ନା ଚିହ୍ନା ଫୁଲର ପାଖୁଡ଼ାରେ,
ଆପଣଙ୍କ ମତାମତ