ତେବେ ଏତିକି କେବଳ ବୁଝେ, ଦୁନିଆଁ ଭିତରେ ନାନା ଉପାୟରେ, ନାନାରୂପ ଓ ଭେକ ଧରି ଜଣେ ଜଣକୁ ଠକିବା ଛଡ଼ା ଆଉ କିଛି ନାହିଁ ।
ମାର୍ବଲ ବାରଣ୍ଡାରୁ ପହଁରିଯାଏ ଆଖି ଚାଳଘର ମାଟି କଙ୍କାଳରେ ଯେଉଁଠି ଠିଆ ହେଇଚି କୋଠାଘର ବଗିଚା ଦେଇପିଣ୍ଡି ମୁଣ୍ଡେଇଚି ଅଧଲାଖ ଟଙ୍କାର ପଥର ଚଉଁରା ବଉର ଜମିଦାରୀ (ଇଛା) ବହପରେ...
କେମିତି ପାଠ ପଢ଼ିବି ? ବାପାଙ୍କ ପାଇଁ ରୋଷେଇ କରିବ କିଏ ? ବିଲକୁ ଭାତ ନେବ କିଏ ? ବଳଦକୁ ତୋରାଣି ନଡ଼ା ଦେବ କିଏ ? ବାପା...
କେହି କେହି ଅଭିଯୋଗ ଅବଶ୍ୟ କରୁଥିଲେ ଯେ ନନ୍ଦକିଶୋର ନିଜ ଲାଗି ସମର୍ଥନ ଯୋଗାଡ଼ ନିମନ୍ତେ ନିଜେ ହିଁ ନିଜ ପିଲାଙ୍କ ଉପରେ ଆକ୍ରମଣର ଯୋଜନା କରିଥିଲା- ପ୍ରତିଦ୍ୱନ୍ଦ୍ୱୀଙ୍କୁ ଅସୁବିଧାରେ...
ସେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରେ ଓ ସେମାନଙ୍କୁ ପୂଜା କରି ଓ ବର୍ଷକୁ ଥରେ ସେମାନଙ୍କ ଜୟନ୍ତୀ ପାଳନ କରି ଆତ୍ମସନ୍ତୋଷ ଲାଭ କରେ । ମାତ୍ର ସେମାନଙ୍କ...
ଆପଣଙ୍କ ମତାମତ