ଅବାରିତ ବର୍ଷା ଅସ୍ତବ୍ୟସ୍ତ ଚାରିଦିଗ ଅଟକି ଯାଇଚି ବଞ୍ଚିବାର ସ୍ରୋତ ବାସିଯାଇଚି ଭାତ-ଲୁଣ, ଜୀବନର ଭାଷା ଅବାରିତ ବର୍ଷା ଜଳମଗ୍ନ ଗୋଟା ଇଲାକା !
କାହିଁକି ଧ୍ୱଂସ ଆଜି ? ଏ ଦେଶର ମହାନତା ପ୍ରତିଠାରେ ଦିଶିଯାଏ ସିନା, ୟା'ର ନଗ୍ନତା !
ତା'ପାଇଁ ସିଂହାସନ ଯାହା ମାଟିଗଦା ତାହା ବିଚରା ଭୋଜରାଜର ସମସ୍ତ ପିପାସା
ଶିଶୁଟିଏ ଠାରୁ ତେବେ ସେ ଶିଶୁ ହତ୍ୟା ଦୋଷରୁ ବଞ୍ଚିଗଲା ସେ ନିଜ ଶରୀରର ବଳ ପ୍ରୟୋଗରୁ ବଞ୍ଚିଗଲା କିନ୍ତୁ ସେ ହାର ମାନି ନାହିଁ ଶିଶୁଟିର ନିଶ୍ଚଳ ଚରିତ୍ର...
ଦେଇଥିବା କଥା ଭୁଲିଯାଇପାରେ କେହି ଶୁଣିଥିବା କଥା କିଏ ଭୁଲିପାରେ ନାହିଁ ଜଳାଏ ମନକୁ ସ୍ମୃତି ତା'ର ନିଶିଦିନେ !
ସେ ରାତିର ବର୍ଷାରେ ଯଦିଓ ଭିଜିଥିଲା ଦେହ ତୁମର ତଥାପି ତୁମ ସ୍ପର୍ଶର ଉଷ୍ମତାରେ ମୁଁ ଜଳି ଯାଉଥିଲି ପ୍ରତିକ୍ଷଣ ।
ଏଇତ ଦୁନିଆଁ । ସବୁ ସମ୍ପର୍କ ଆପେ ଆପେ ଯୋଡ଼ି ହୋଇଆସେ ଆଉ ଆପେ ଆପେ ଭାଙ୍ଗିଯାଏ । ଫୁଲ ଫୁଟିବାର ଋତୁଟି ଧୂଆଁଳିଆ ଦିଶେ ।
ସୁଲୁସୁଲୁ ବାଆ ଗୁଲୁଗୁଲୁ କଥା । ଚୁପାଚୁପା ହସ ହରିନିଏ ବ୍ୟଥା ।।
କି ମର୍ଯ୍ୟାଦା କଥା ମୋତେ ଶୁଣାଉଛୁ ବେ ? ପରିସ୍ଥିତି ସବୁ ମର୍ଯ୍ୟାଦା- ଅମର୍ଯ୍ୟାଦା ସୃଷ୍ଟି କରିଥାଏ । କିଏ ସାରା ଜୀବନ ତା' ମର୍ଯ୍ୟାଦାକୁ ଜାବୁଡ଼ି ଧରିଛି, ଆଁ...
ମୀନାକରା କାକରର ରଙ୍ଗିନ୍ ତ୍ୱରଣ ବାସ୍ନା ଭର୍ତ୍ତି ଫୁଲଙ୍କର ଅପୂର୍ବ ମେଲଣ ନିଆରା ଅନୁଭବ ଆହା
ଆପଣଙ୍କ ମତାମତ