ଗୋଟିକରେ ମୂର୍ତ୍ତି ଅଧା । ଆରଟିରେ ଦେଉଳ ଅଧା । ତେବେ ସେ ଖଣ୍ଡିଆ ମୂର୍ତ୍ତିର ନାମ ଜଗନ୍ନାଥ । ପୁଣି ଭଙ୍ଗା ଦେଉଳଟାରେ କୁଆଡ଼େ ତୁଳନା ନାହିଁ ।
ଭୋକର ଦହନରେ ବିସ୍କୁଟର ଶାନ୍ତ୍ୱନାରେ ଭରସିଯାଏ ଜ୍ୱାଳା କିଛି ପ୍ରାପ୍ତିର ଆଶ୍ୱାସନାରେ ।
ନା, ସେ ଆଜି ଆସିବ । ମାଛ ଏତେ ଧରା ହେଲା ଖାଇଲ । ତା' ପାଇଁ ଦି'ଟା ରଖିଛି ତା' ଆସିବା ପରି ଲାଗୁଛି ।
ମୁଁ ସେତେବେଳେ କ'ଣ କରୁଥିଲି, ଜାଣିପାରୁ ନ ଥିଲି । ମୋତେ ମୁଁ ହତ୍ୟା କରୁଥିଲି, ମୋର ସମାଧି ମୁଁ ଖୋଳୁଥିଲି ।
ମା' ଦେଖିଲେ, କନ୍ୟାଟି ବଡ଼ ସୁନ୍ଦର, ଚମକି ପଡ଼ିଲେ, ଉପର ଦିଓଟି ସୁନ୍ଦର ପୁଅଙ୍କୁ ଯମ ନେଇ ଯାଇଛି, ଏ କନ୍ୟାଟିକୁ କାଳେ ଘେନିଯିବ, ନାମ ଦେଲେ ନିମ ।...
ତିଳକୁ ତାଳ କରିବା ତ ଆମ ଲୋକଙ୍କର ସ୍ୱଭାବ । କଥାରେ ଅଛି ପରା- "ପାଞ୍ଚ ପୁରୁଷରେ ପାଞ୍ଚ କଥା, ପାଞ୍ଚ ମାଇପିରେ ପଚିଶ କଥା ।"
ପାଶ୍ଚାତ୍ୟ ଶିକ୍ଷା ଏବଂ ସଂସ୍କୃତିର ଅବହାୱା ଆମକୁ ଅଣନିଶ୍ୱାସୀ କରିଦେଇଥିଲେ ହେଁ ତଥାପି ସ୍ମାର୍ଟ ସିଟିର ଦ୍ୱାହିରେ ମନ ଯାନରେ ଆମେ ଚଉଦ ଭୁବନ ବୁଲି ଆସିଲୁଣି ।
ଯାହାର ଭଗବାନଙ୍କଠାରେ ପ୍ରେମ ହେଲା, ସେ ସବୁବେଳେ ଭଗବତ ଚିନ୍ତନରେ ଚିତ୍ତ ଲଗାଇ ରଖେ ।
ବାପା ମନ୍ତବ୍ୟ ଦେଲେ ଆଜିର ଏ ଟାଇଁ ଟାଇଁଆ ଖରା ବାୟୁମଣ୍ଡଳକୁ ପ୍ରଦୂଷିତ କରିଦେଲା । ତେଣୁ ବର୍ଷା ନିଶ୍ଚୟ ହେବ ।
ଶେଷ ଟ୍ରେକର ଡ୍ରାଇଭର୍ ଯାଚିଥିଲା ତା' ପାଖର ସିଟ୍ ତା' ଦାଢ଼ି, ଆଖି, ଇସାରାକୁ ଭରସିଲାନି ବାସନ୍ତୀ । ନିଃଶ୍ୱାସ ନେଇ ନେଇ ଗଡ଼ିଗଲା ଶେଷଗାଡ଼ି ।
ଆପଣଙ୍କ ମତାମତ