ବାହା ସରିଗଲେ ବେଦୀ ମୁହଁ ପୋଡ଼ା ନୀତି ଏବେ ନେତା ଛାଡ଼ । ଆପଣା ଶିଙ୍ଗରେ ମାଟି ତାଡୁ ଚଷା ଦୃଢ଼ କର ବନ୍ଧ ବାଡ଼ ।
ତା'ର ନିଦ୍ରିତ କୁମାରୀ ଦେହ ପ୍ରଥମ ପୁରୁଷର ଯାଦୁସ୍ପର୍ଶରେ ନିଦ ଭାଙ୍ଗି ଜାଗି ଉଠିବାର ଅପୂର୍ବ ଅନୁଭୂତି ତା' ସ୍ନାୟୁଗ୍ରନ୍ଥିକୁ ଉଚ୍ଚକିତ କରିଦିଏ
ଶ୍ରୀଜଙ୍ଗ ଗ୍ରାମର ଲୋକଙ୍କ ସହିତ ସଂଘର୍ଷ ବେଳେ ଜଣେ ପୋଲିସ୍ ଇନିସ୍ପେକ୍ଟର ସାମାନ୍ୟ ଆହତ ହେବା ଆଳରେ ପୋଲିସ୍ ପକ୍ଷରୁ ଶ୍ରୀଜଙ୍ଗ ଗ୍ରାମର ଲୋକଙ୍କ ଉପରେ ପୋଲିସ ନିର୍ମମ ଅତ୍ୟାଚାର...
କାହିଁକି ତଥାପି ଏତେ କଲମେ ବଲମ ତ ଗାଳି ପରି ଗୁଳି ବର୍ଷା ସୂଚୀପତ୍ର ସୂଚନା ଭିତରେ ହଜିଯାଏ ନିଜର ସତ୍ତା ।।
ଗ୍ରନ୍ଥାଗାରରେ ବହି ସବୁ ବଢି ବଢି ଚାଲୁଛି କିନ୍ତୁ ପୁରାତନ ବହି ସବୁର ଆଦର କମି ଯାଉଛି ନୂତନ ଆସେ ପୁରାତନକୁ ସ୍ଥାନ ଚ୍ୟୁତ କରିବାକୁ ଏହା ସନାତନ ସତ୍ୟ...
ତୋ ଜୀବନେ ସଦା ଖୁସି ଭରିଯାଉ ଚାହେଁ ମୋର ଏଇ ମନ ତୋ ଓଠରେ ସେଇ ଚୁନାଏ ହସ ରହିଥାଉ ସାରା ଜୀବନ ।।
ଶିଳ୍ପୀର କଳ୍ପନା ଅତୁଲ୍ୟ ପ୍ରୟାସ ଫୁଟାଏ ପ୍ରାଣ ପ୍ରତିଟି ସ୍ପନ୍ଦନେ ପାଷାଣର କୋଣ ଅନୁକୋଣେ ।
ମଣିଷ ମାତର ହୋଇଣ କାତର 'ଧନଜନ ଆୟୁ ଦେଇ ସୁଖୀ କର' ମାଗେ ପ୍ରଭୁ ପାଦେ ଥାଇ ଅବସାଦେ 'ତଥାସ୍ତୁ' କହନ୍ତି ପ୍ରଭୁ ଶୋଇ ନିଦେ ।
ଲାଳନ ପାଳନେ କେତେ କଷ୍ଟ ସହି କରେ ଏଡୁଟିରୁ ଏଡ଼େ, ରୋଗ ବଇରାଗେ ଅହର୍ନିଶ ଜଗେ ଛାଡ଼ି କାମ ସବୁଆଡ଼େ ।
ତା' ପରଦିନ ସାତଦିନ ହେଉଥିବାରୁ ରୁବି ସହ ତା' ବାପା ମା' ପୁଣି ଭୁବନେଶ୍ୱର ଯିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ହେଉଥାନ୍ତି
ଆପଣଙ୍କ ମତାମତ