ଜାଣେ ମୁଁ ..ବଦଳିଛି ସମୟ.. ଆଗେଇଛି ବୟସ.. କିନ୍ତୁ ମନ ମୋର ସେଇଠି ସେମିତି ନିଶ୍ଚଳ..
ମୁଁ ପ୍ରାୟ ଦେଖୁଛି କି ତୁ ସବୁବେଳେ ତୋ ମାଆ କୋଳରେ ପଡିରହୁଛୁ । ଏମିତି ସର୍ବଦା ମାଆ କୋଳରେ ଶୋଇ ସୁନିଦ୍ରା ଯିବା ସହିତ ସୁଖକର ସ୍ୱପ୍ନ ଦେଖିପାରିବୁନି...
ଆପଣଙ୍କ ମତାମତ