ଆମର ଏ ଯାତ୍ରା ଅନ୍ଧାରରେ ଆରମ୍ଭ ହେଇ କ’ଣ ଅନ୍ଧାରରେ ଶେଷ ହେଇଯିବ . . . ??
ଆତଙ୍କର ଛାଇ ହୋଇ ଛପି ବସିଥାଏ ଅନ୍ଧାର ଭିତରେ ସୁଯୋଗ ଅପେକ୍ଷାରେ ।
ପାଟିରେ ଟିକେ ଦେ' ନିର୍ମାଲ୍ୟପାଣି, କିଏ ଜଣେ କହିଲେ କୋକେଇ ସଜାଡ଼, ଡେରି ହଉଛି ପିଲାଏ ଅଛନ୍ତି ଭୋକରେ !
ଏକ ଉଦ୍ଭ୍ରାନ୍ତ ଭାବନା ଓ ଭ୍ରାନ୍ତି, ଭ୍ରାନ୍ତିରୁ କ୍ଳାନ୍ତି....କ୍ଳାନ୍ତିରୁ ଆସକ୍ତି ଆସକ୍ତିରୁ ବିରକ୍ତି ଓ ସ୍ଵଗୋତକ୍ତି ଅଥଚ ନାହିଁ ସେଠି ଶାନ୍ତି ।
ଦୁଇ ଜଣ ପରସ୍ପରକୁ ଜାବୁଡ଼ି ଧରିଲେ, ଜଣଙ୍କ ଆଖିରେ ଗଙ୍ଗା ତ ଅନ୍ୟ ଜଣଙ୍କ ଆଖିରେ ଯମୁନା ବୋହି ଚାଲିଥିଲା ।
କେମିତି ତାର ଶିରାଳ କଳା ହାତରେ ଜାବୁଡ଼ି ଧରିଥିଲା ମୋତେ ତାର ଝିଅ ଭାବି ? ଆଉ ମୁଁ ଆଗପଛ ନ ଭାବି ଏକଦମ୍ ଭୟରେ ଠେଲି ଦେଇଥିଲି ତାକୁ...
ଗୋଲାପରେ ଶୁସଜ୍ଜିତ ଶଯ୍ୟା ଥାଉ ଥାଉ ସ୍ତ୍ରୀ ତଳେ ଶୋଇଥିବାର ଦେଖି ମୁରୁକି ହସି ଦେଲେ ନରେନ୍ଦ୍ର ।
ସେ ଯାହାହେଉ ମା'ଙ୍କ ଡାକରା ଏବଂ ଆଶୀର୍ବାଦଯୋଗୁଁ ବିମାନ୍ ଟିକଟ ଏବଂ ହୋଟେଲ ବ୍ୟବସ୍ଥା ଏତେ ଶୀଘ୍ର ହୋଇଗଲା ସତେକି ଏୟାର ୱେଜ୍ ଏବଂ ହୋଟେଲ ମାଲିକ ଆମ ବୁକିଂ...
କରୋନା ଯୋଗୁଁ ପ୍ରୟୋଗ କରାଯାଇଥିବା, ଲକ୍ଡାଉନ ମାନେ, କିଛିମାତ୍ରାରେ ବୁଝେ ମଧ୍ୟବିତ୍ତ ପରିବାରଟିଏ, ହାତଗୋଡ଼ ବାନ୍ଧି ଘରେ ବସିଲା ବେଳେ ସରି ସରି ଯାଏ ତା' ଜମାପୁଞ୍ଜି,
ଏ ସମୟରେ ସବୁଠାରୁ ତାତ୍ପର୍ଯ୍ୟଯୁକ୍ତ ଅଗ୍ରଗତି ଥିଲା ତାସକନ୍ଦରେ ଶାସ୍ତ୍ରୀଙ୍କ ଭୋଜନଆଦି ପ୍ରସ୍ତୁତ କରିବାକୁ ନିୟୋଜିତ ରୁଷୀୟ ରୋଷେୟା ଅହମଦ ସଟ୍ଟାରୋଭଙ୍କ ଏକ ସମ୍ବାଦପତ୍ରକୁ ଏକ ସାକ୍ଷାତକାର ।
ଆପଣଙ୍କ ମତାମତ