ଏଇ କେତେଦିନ ହେଲା ମମି ତାକୁ ଆଦୌ ପାଖରେ ଶୁଆଉ ନାହାନ୍ତି । ତା' ନିଜ ଜିନିଷପତ୍ର ସବୁ ଅଲଗା ରୁମ୍ରେ । ସେ କୁଆଡ଼େ ବଡ଼ ହୋଇଗଲାଣି ।
ସାଆନ୍ତ ନିଜେ ଆଘାତ ପାଇଥିଲେ । ତଥାପି ଧୈର୍ଯ୍ୟ ଧରି ସାଆନ୍ତାଣୀଙ୍କୁ ବୁଝାଇଲେ- ମାମଲାଟା ଏବେ ବାହାରର ଆଉ ହୋଇ ରହିନାହିଁ । ବିଚାର ହବ- ଏଇଠି, ଏଇ ଘରେ...
ମଣିଷ ଭଳି କଥା କହିବା ଭୁଲିଯାଇଥିଲା । ତା' ଅଣ୍ଟା ନଇଁ ଯାଇଥିଲା । ତା' ଆଖି ଭିତରକୁ ଚାଲିଯାଇଥିଲା, ଗାଲ ଠାକୁଆ ହୋଇଯାଇଥିଲା
କେବେଦିନେ କୁଟାଖଣ୍ଡେ ଉଠାଇ ନ ଥିବା ଅଳସୀକନ୍ୟା ସାଂସାରିକ ଝଡ଼ର ମୁକାବିଲା କିପରି କରିବେ ? ଆଗରୁ ଶୁଖିଲା ପତ୍ରଟିଏ ବି ତାଙ୍କ ଉପରେ ଝଡ଼ିନି କେବେ । ପଥର...
ଝାମ୍ପ ପାଗେଳି ସତ; କିନ୍ତୁ ତା' ଦେହର ଚମକ ତଥାପି ଯାଇନି । ଭାସିଲା ଆଖି ହଳକ ଏବେବି ସତେଜ ଆଉ ଜୀବନ୍ତ ଲାଗନ୍ତି । ଓଠର ରଙ୍ଗ ଫିକା...
ଦୁଇ ବାହୁ ଉପରକୁ ତୋଳି ହାତ ମୁଠା ଖୋଲି ଦେଇ. . . ଦୁଇ ଧାଡ଼ିରେ ବସି ପ୍ରସାଦ ସେବନ କରୁଥିବା ପଙ୍ଗତ ମଝିରେ, ସେ ନାଚିବାକୁ ଲାଗିଲା ।...
ନଅ ବର୍ଷ ବୟସରୁ ସେ ନିଜେ ନିଜକୁ ଏତେଦୂର ପର୍ଯ୍ୟନ୍ତ ଠେଲି ଆଣିଅଛି । ତାରି ଯାହା କିଛି ପୈତୃକ ସମ୍ପତ୍ତି ଥିଲା ଯେ, ଏଣିକି ତା'ର ଜୀବନଟାକୁ ଏକାବେଳେକେ...
କହିବାକୁ ଗଲେ ସେ ହେଉଛି ନାରୀ ଜାତି ପାଇଁ ଏକ କଳଙ୍କ । ପାଟି ଖୋଲିଲେ ଅଭଦ୍ର ଭାଷା ଆଉ ହିଂସାର ଶବ୍ଦ । ସେଥିପାଇଁ ତାକୁ ଡରରେ କେହି...
କେତେଥର ତାକୁ ଦେଖିଛି, ଚିହ୍ନା ଏକ ପ୍ରକାର । ଚା' ମାଗିଲି । କଥା ଛଳରେ କହିଲି, ଦିନରେ ବସୁଛ ରାତିରେ ତ ଚେଉଁଛ ଶୋଉଛ କେତେ ବେଳେ ।
ସାବ୍, ପଚାଶ ଅଛି । ଆଉ ଯାହା ଦରକାର କୁହନ୍ତୁ, ଦେବି । କିନ୍ତୁ ମୋ ଝିଅକୁ "ପାଗଳି' କହନ୍ତୁ ନାହିଁ, ମେହର୍ବାନି କରି ମୋ ଝିଅକୁ ପାଗଳି କହନ୍ତୁ...
ଆପଣଙ୍କ ମତାମତ