ଠିକଣା - D.M.D.E., ପୋଷ୍ଟ ବକ୍ସ ନମ୍ବର ୨୦୪୩, ସିକନ୍ଦରାବାଦ , ତେଲେଙ୍ଗାନା । ଜନ୍ମ - ୦୯ ମଇ ୧୯୬୯ । ଜନ୍ମସ୍ଥାନ : ଚାଉଳିଆଗଞ୍ଜ, କଟକ । ଶିକ୍ଷା : ସ୍ନାତକ (ଅର୍ଥନିତୀ), ରେଭେନ୍ସା ସ୍ନାତକୋତ୍ତର (ଗ୍ରନ୍ଥାଗାର ବିଜ୍ଞାନ), ଉତ୍କଳ । କର୍ମ : କଟକ ଆକାଶବାଣୀରେ ଦୁଇ ବର୍ଷ ସାମୟିକ କାର୍ଯ୍ୟ, ଶ୍ରୀଯୁକ୍ତ ଶଶିଭୂଷଣ ମଙ୍ଗରାଜଙ୍କ ଅଧିନରେ ଶିଶୁବାଣି କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପରେ ଗତ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଭାରତୀୟ ନୌ ସେନାରେ କର୍ଯ୍ୟରତ । ଲେଖା ପ୍ରକାଶନ : କିଛି ଶିଶୁକବିତା, ସାଧାରଣ ଗଳ୍ପ ଓ କବିତା ବିଭିନ୍ନ ପତ୍ରପତ୍ରିକା, ବିଭାଗୀୟ ପତ୍ରିକା ତଥା ଆମ ସମୟର ଉଚ୍ଚ କୋଟିର ସମ୍ବାଦପତ୍ରରେ ପ୍ରକାଶିତ ।
ଆଗକୁ ବଢ଼ନ୍ତୁ, ଏବଂ ଆପଣ ଯେ କେତେ ଦୂର ଆଗେଇ ଆସିଛନ୍ତି ତାହା ଦେଖି ଦିନେ ନା ଦିନେ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ ଯାହା କରିବାକୁ ଯାଉଛନ୍ତି ତାହା...
ଆପଣଙ୍କ ମତାମତ