ଚିତ୍ତ ରଞ୍ଜନ ବେହେରା

ଚିତ୍ତ ରଞ୍ଜନ ବେହେରା

ଚିତ୍ତ ରଞ୍ଜନ ବେହେରା, କେନ୍ଦ୍ରାପଡ଼ା ଜିଲ୍ଲା । ପିଲାଟି ବେଳୁ ଓଡ଼ିଆ ସାହିତ୍ୟ ,ଭାଷା , ସଂସ୍କୃତି କୁ ଭଲ ପାଇଆସୁଛି । ମୁଁ ମୋ ଲେଖାରେ ମୁଖ୍ୟତଃ ଆଜିର ସମୟରେ ସମାଜରେ ଯାହା ସବୁ ଘଟିଯାଉଛି ତାହାରି ଉପରେ ଆଧାରିତ କରେ । ଆଧୁନିକ ଓ ପୁରାତନ ର ପାର୍ଥକ୍ୟ ବାରିହୁଏ ଲେଖାରେ । ମୋ ଜୀବନରେ ଘଟିଥିବା କାହାଣୀ ମଧ୍ୟ ବାକ୍ୟରେ ସ୍ଥାନ ଦେଇଛି । ପେଶାରେ ମୁଁ ଜଣେ ସରକାରୀ କର୍ମଚାରୀ । ମୋର ଲକ୍ଷ୍ୟ ଓଡ଼ିଆ ଭାଷା କିପରି ବିଶ୍ୱ ସ୍ତରରେ ଶିଖର ଛୁଇଁବା ଯଥା ସମ୍ଭବ ପ୍ରୟାସ ଜାରି ରଖିବି ।

Posts By ଚିତ୍ତ ରଞ୍ଜନ ବେହେରା

To Top