ଦିଲିପ୍ କୁମାର ତ୍ରିପାଠୀ

ଦିଲିପ୍ କୁମାର ତ୍ରିପାଠୀ

କବିତା ଲେଖିବା ଆଉ ନିଶ୍ୱାସ ନେବା . ଏଇ ଦୁଇଟି ଯାକ କଥା ପ୍ରାୟ ସମାନ ମୋ ନଜରରେ । ୨୦୦୫ ମସିହାଠାରୁ ମୁଁ ଲେଖା ଲେଖି ପ୍ରତି ଆକୃଷ୍ଟ ହେଲି । ନିଜ ବ୍ୟସ୍ତ ଜୀବନ ଭିତରୁ କିଛି ସମୟ ପାଇଗଲେ ମୁଁ ବସିଯାଏ ଲେଖିବାକୁ କବିତା । ସମ୍ପ୍ରତି ଜଣେ Software Developer ଭାବେ bengalru ରେ କାର୍ଯ୍ୟରତ ଥିଲେ ବି କବିତା ଲେଖିବା ଭୁଲି ନାହିଁ । କବିତା ସହିତ ଅଣୁଗଳ୍ପ ଲେଖିବାକୁ ମଧ୍ୟ ମୋତେ ଭଲ ଲାଗେ ।

Posts By ଦିଲିପ୍ କୁମାର ତ୍ରିପାଠୀ

To Top