ଡକ୍ଟର ଜ୍ୟୋତ୍ସ୍ନାରାଣୀ କର

ଡକ୍ଟର ଜ୍ୟୋତ୍ସ୍ନାରାଣୀ କର

ଜନ୍ମସ୍ଥାନ - ଖୋର୍ଦ୍ଧା ଜିଲ୍ଲା । ସହକାରୀ ପ୍ରଫେସର, ମଡେଲ ଡିଗ୍ରୀ କଲେଜ, ନୟାଗଡ଼ । ଶିକ୍ଷାଗତ ଯୋଗ୍ୟତା -ଏମ୍‌.ଏ,ଏମ୍.ଫିଲ୍‌, ପି.ଏଚ୍‌.ଡ଼ି । ପ୍ରକାଶିତ ପୁସ୍ତକ -(୧)ସାରସ୍ୱତ ସାଧକ ଫକୀର ହରିଚନ୍ଦନ, (୨) ସମାଲୋଚନା ସମାହାର, (୩) ନାଟ୍ୟକଳା ଓ ନାଟ୍ୟକାର, ଅନେକ କବିତା, ଗବେଷଣାତ୍ମକ ନିବନ୍ଧ,ଗଳ୍ପ ବିଭିନ୍ନ ପତ୍ରିକାରେ ପ୍ରକାଶିତ।

Posts By ଡକ୍ଟର ଜ୍ୟୋତ୍ସ୍ନାରାଣୀ କର

To Top