ଆକାଶକୁ ଢାଙ୍କି ଦେଲାଣି ମେଘ, ଭାରି ଗୁଳୁଗୁଳି ରହୁଛି ପାଗ, ଗଛ ପତରତ ଟିକିଏ ହଲୁନି ଘରେ ରହିବାକୁ ଲାଗୁନି ବାଗ ।
ଜୀବନ୍ତ ଦେବତା ମୋ ପାଇଁ ସେ ଦୁହେଁ ତାଙ୍କ ବିନା କେହି ନାହିଁ ତାଙ୍କୁ ଘରେ ଛାଡି ମନ୍ଦିର ଯାଇକି ପଥର ପୂଜିବି କାହିଁ ।।
କୁଆଁର ପୁନେଇ ଜହ୍ନକୁ ଦେଖିଲେ ଲାଜ ଲାଗେ ଆଜି କାହିଁ, କୁଆଁରୀ ନାହାନ୍ତି ଗାଆଁର ଦାଣ୍ଡରେ ପାଳଭୂତ ଦେଖା ନାହିଁ ।
ଯାତରା କରନ୍ତି ନିଜେ ଜଗନ୍ନାଥ, ଭାଇ ଭଉଣୀର ସାଥିରେ, ଛାଡ଼ି ଯାଇଛନ୍ତି ଲକ୍ଷ୍ମୀ ମାଆଙ୍କୁ ସେ ଏକା କରି ଶ୍ରୀମନ୍ଦିରରେ ।
କହିବାକୁ ଗଲେ ସେ ହେଉଛି ନାରୀ ଜାତି ପାଇଁ ଏକ କଳଙ୍କ । ପାଟି ଖୋଲିଲେ ଅଭଦ୍ର ଭାଷା ଆଉ ହିଂସାର ଶବ୍ଦ । ସେଥିପାଇଁ ତାକୁ ଡରରେ କେହି...
ଆପଣଙ୍କ ମତାମତ