ପ୍ରେମ ହିଁ ସମର୍ପଣତା, ଉତ୍ସର୍ଗୀକୃତତା, ନିଃସ୍ୱାର୍ଥପରତା, ସଂଯମତା, କୃତଜ୍ଞତା, ସରଳତା, କୋମଳତା, ମଧୁରତା, ସେଠି ନିଶ୍ଚେ ଅଭାବ ଆତ୍ମୀୟତା ।
ସ୍ୱପ୍ନ ତୋର ମିଳାଅନା, ହଜାଅନା ଆଶା ପୁଣି ସ୍ମୃତିର ପାଣି ଫୋଟକା ପରି, ବଞ୍ଚି ପୁଣି ବଞ୍ଚାଇବାକୁ ହେବ ଜୀବନ ସହ ତୋତେ କେତେ ସଂଗ୍ରାମ କରି ।
ଯେଉଁ ଦୂର୍ବାର ଆଶା ନେଇ ଆଗେଇ ଚାଲିଥିଲି ସମସ୍ତ ଯାତନାକୁ ସହି, ମଉଳି ଗଲାଣି ସେ ମଉଳିନି ଫୁଲର ବାସ୍ନା ଝଡ଼ର ପରଶେ ଦୂର୍ବାର ପ୍ରାଚୀର ଗଲାଣି ଭାଙ୍ଗି ।
ସ୍ମୃତି ସ୍ମୃତି ଏକ ନୀଳସାଗର କେତେବେଳେ ଅସରନ୍ତି କଥାର ଭଣ୍ଡାର ତ କେତେବେଳେ ଅବ୍ୟକ୍ତ ଶବ୍ଦର ଜୁଆର । ୨ ।
ପିଲାଦିନେ ସିଏ କୁନି ହାତ ଧରି ଚାଲି ଶିଖାଇଛି ମୋତେ ଟିକି ଓଠେ ପୁଣି ମା ବାପା ଡାକ ବୋଲି ଶିଖାଇଛି କେତେ ।
ଆପଣଙ୍କ ମତାମତ