ଡ଼ଃ ମଧୁସ୍ମିତା ମିଶ୍ର

ଡ଼ଃ ମଧୁସ୍ମିତା ମିଶ୍ର

ମୁଁ ପେଶାରେ ବିଜ୍ଞାନିକ ଏବଂ ବର୍ତ୍ତମାନ ବେଙ୍ଗାଲୁରୁର ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟରତ । ବିଜ୍ଞାନର ଛାତ୍ରୀ ହେଲେ ବି, କଲେଜ ସମୟରୁ ସାହିତ୍ୟରେ ଖୁବ ରୁଚି । ଛୋଟବେଳୁ ଓଡ଼ିଆ ସାହିତ୍ୟର ଦିଗନ୍ତ ଲେଖକ ମାନଙ୍କର ସୃଷ୍ଟି ପଢିବାରେ ଅନେକ ଆନନ୍ଦ । ଏମିତି ପଢୁ ପଢୁ ଇଚ୍ଛା ହୁଏ ନିଜ କଲମରୁ ନିଜ ଅନ୍ତରର କଥା କିଛି ପରିପ୍ରକାଶ କରିବାକୁ । ସାହିତ୍ୟ ଜଗତରେ ନୂତନ ହେଲେ ବି ମୋର ପ୍ରଚେଷ୍ଟା ରହିବ ମଣିଷ ସମାଜର ପ୍ରତିଛବି ରଖିବା ।

Posts By ଡ଼ଃ ମଧୁସ୍ମିତା ମିଶ୍ର

To Top