ଠିକଣା - ଗ୍ରାମ/ପୋ: ଇଚ୍ଛାପୁର, ବ୍ଲକ: ବାଲିକୁଦା, ଜିଲ୍ଲା: ଜଗତସିଂହପୁର । ଓଡ଼ିଆ ସାହିତ୍ୟ ପ୍ରତି ରୁଚି ଓ ଭଲ ପାଇବା, ନିଜ କର୍ମମୟ ଜୀବନରୁ ମଧ୍ୟ ସମୟ କାଢି କବିତା ଓ ଗଳ୍ପ ଲେଖିବା ପାଇଁ, ପ୍ରୋତ୍ସାହିତ କରିଥାଏ । ଶିକ୍ଷକତା ଓ ଘର କାମ ବାଦ୍ ବାକି ସମୟ, ସାହିତ୍ୟକୁ ଦେଇଥାଏ ।
ଆଖିର ନଦୀରେ ଗାଧୋଉଥାଏ ଯେ ଗାଧୋଉଥାଏ, ଅଦେଖା ରକ୍ତାକ୍ତ କ୍ଷତର ଶୁଖୁବା ଯାଏ; ମନବୁଝିଗଲେ ପଚାରେ ନଦୀକୁ (ଆଖିକୁ), କେଉଁଠୁ ଏ ଜଳ ଏତେ ତୁ ପାଉ?
ଆପଣଙ୍କ ମତାମତ