ଶ୍ରୀ ନୃସିଂହ ଚ଼ରଣ ତ୍ରିପାଠୀ

ଶ୍ରୀ ନୃସିଂହ ଚ଼ରଣ ତ୍ରିପାଠୀ

ପିତା - ୰ ଶ୍ରୀଯୁକ୍ତ ମହେଶ୍ୱର ତ୍ରିପାଠୀ, ମାତା - ୰ ଶ୍ରୀମତୀ ରେବତୀ ଦେବୀ । ଗ୍ରାମ - ତଳବାରଙ୍ଗ, ପୋଷ୍ଟ - ଶ୍ରୀ ବଳଦେବ ଜୀୟୁ, ଶିକ୍ଷା - ଏମ୍. ଏ., ଏମ୍. ଇଡ଼ି । ବୃତ୍ତି - ଶିକ୍ଷକତା, ବଳଦେବ ଉଚ୍ଚ ବିଦ୍ୟାଳୟ, କେନ୍ଦ୍ରାପଡ଼ା । ସମ୍ମାନ - ପ୍ରକୃତି ସାଥୀ (ବିଜ୍ଞାନରେ ଜାତୀୟ ପୁରସ୍କାର) । ଋଚି - ପ୍ରକୃତିକୁ ଭଲ ପାଇବା, ସମାଜ ସଂସ୍କାର, ସୃଜନାତ୍ମକ ଲେଖା ଲେଖି କରିବା ।

Posts By ଶ୍ରୀ ନୃସିଂହ ଚ଼ରଣ ତ୍ରିପାଠୀ

To Top