ଗ୍ରାମ- ଡିହବଳରାମପୁର, ଡାକ - କରିଲୋପାଟଣା, ଜିଲ୍ଲା- କେନ୍ଦ୍ରାପଡା
ସ୍ନେହର ପିତୁଳା କନ୍ୟାଟିକୁ ବାପା କରିଦେଇଥାନ୍ତି ଦାନ, ଝିଅପାଖେ ବସି କାନ୍ଦି କହିଥାନ୍ତି ମା ଲୋ ରଖିବୁ ମୋହରି ମାନ ।
ନୁହେଁ ତୁ ଅବଳା ନୁହେଁ ତୁ ଦୂର୍ବଳା ତୁହି ଜଗତ ପାଳିନୀ, ଏ ପୁରୁଷ ଜାତି ଭାବୁ ଅଛି ତୋତେ ତାହାର ଅଙ୍କଶାୟିନୀ, ଦୁର୍ଗା-କାଳୀ ବେଶ ଧାରଣ କରିକି ଦାନବେ...
ଆପଣଙ୍କ ମତାମତ