ମୋ ବାପା ବି ସେଥିରେ ହଁ ମାରିଥିଲେ ହଁ ମାରିବେନି କେମିତି ଯେ ଗାଁଟା ଯାକର ବେଠି ଖଟନ୍ତି ମୋ ବାପା ପୁଣି ଆଗରୁ ଅସମୟରେ ଗାଁ ସାହୁକାର ଆମ...
ଜହ୍ନ ଖୋଜୁଥିଲା ନୀଳ କଇଁକୁ ଗାଁରେ ପୁରପଲ୍ଲିରେ ସହରର କଂକ୍ରିଟ ଘର ଆଉ ଚାରି ଛକିଆ ରାସ୍ତା ସେପାଖରେ ହେଲେ କୋଉଠିବି ନୀଳ କଇଁକୁ ନପାଇ ଜହ୍ନ ନିରାଶ ହୋଇଗଲା...
ଫୁଲ ତୋଳିଦିଏ ସିନା ମାଳ କରିବାଟା ମୋତେ ଆଦୌ ଜଣା ନାହିଁ ତେଣୁ ମୁଁ ବୋଉକୁ ଅଳି କରେ ମାଳଟୀଏ ଗୁନ୍ଥି ଦେବା ପାଇଁ, ହେଲେ ମୋ ବୋଉ କାର୍ଯ୍ୟ...
ତାକୁ ଏମିତି କାନ୍ଦୁଥିବା ଦେଖି ତାକୁ କୁଣ୍ଢେଇ ଧରି ପକେଇଲି କିଛି ସମୟ ପାଇଁ । ଏ ଭିତରେ ଘର ଭଙ୍ଗା ମେସିନଟା ସରକାରୀ ବାବୁ ମାନଙ୍କ ସହିତ ଆସି...
ମୋ ବାପା କିନ୍ତୁ କାହା ପାଖରେ ହାତ ପତେଇବାକୁ ଭଲ ପାଆନ୍ତିନି, ନଥିଲେ ଭୋକ ଉପାସରେ ରହିଯିବେ ସିନା ଘର କଥା ପଦାରେ ପକେଇବେନି ।
ପାଉଁଜିର ଶବ୍ଦଟା ଆମଠୁଁ ଟିକେ ଦୂରରେ ଥିବା ଗହଳିଆ ବୁଦା ସେପଟୁ ଆସୁଥିଲା, ଟିକିଏ ନିରୀକ୍ଷଣ କରି ସେପଟୁକୁ ଦେଖିଲା ବେଳକୁ ଦୂରରୁ କିଛି ଗୋଟେ ଚିକ୍ ଚିକ୍ କରୁଥିଲା...
ମୋ ମନଟା ବିଲ୍କୁଲ୍ ବୁଝେନି ମନକୁ ମନ ସ୍ଥିର କଲେ ଏଥର ନ ହେଲେ କ'ଣ ହେଲା ଆରଥରକୁ ନିଶ୍ଚୟ ବାପାଙ୍କୁ ମନେଇବି । ଛୋଟ ପିଲାଟେ ହେଲେବି ମୁଁ...
ସେ ସୁଧ ପଇସା ବାବଦରେ ତା' ଘର ଖଣ୍ଡିକ ବି ଚାଲିଗଲା । ସବୁବେଳେ ଗୁମ୍ ମାରି ବସୁଥିଲା । ଦେଖୁ ଦେଖୁ ତା'ର ଏହି ଅବସ୍ଥା ।
ମଣିଷ ଭଳି କଥା କହିବା ଭୁଲିଯାଇଥିଲା । ତା' ଅଣ୍ଟା ନଇଁ ଯାଇଥିଲା । ତା' ଆଖି ଭିତରକୁ ଚାଲିଯାଇଥିଲା, ଗାଲ ଠାକୁଆ ହୋଇଯାଇଥିଲା
ଆପଣଙ୍କ ମତାମତ