ସୋନାଲି ଗଡ଼ନାୟକ

ସୋନାଲି ଗଡ଼ନାୟକ

ପିତା ସନ୍ତୋଷ ଓ ମାତା ବାସନ୍ତୀ ଗଡ଼ନାୟକ ଏବଂ ଜଗନ୍ନାଥଙ୍କ କୃପାରୁ ଗିରାଙ୍ଗ ଗ୍ରାମରେ ମୋର ଜନ୍ମ । ଅନୁଗୁଳ ସ୍ଥିତ ସ୍ବୟଂଶାସିତ ମହାବିଦ୍ୟାଳୟରେ ଗଣିତ ଅନର୍ସରେ ସ୍ନାତକ କରିବା ପରେ ଏବେ ସାରଙ୍ଗସ୍ଥିତ IGITରେ ଏମ.ଏ.ସି . ପାଠ୍ୟକ୍ରମରେ ଅଧୟନରତ । ଗଣିତ ମୋ ପେଶା ହେଲେ ସାହିତ୍ୟ ମୋ ନିଶା, ସ୍କୁଲ ବେଳରୁ ପଢିବା ଦିନଠୁଁ ଲେଖିବାର ଇଚ୍ଛା ଜାଗ୍ରତ ହୋଇଥିଲା ଆଉ ପ୍ରୟାସ ଜାରି ରହିଛି । ସ୍କୁଲର ବିଭିନ୍ନ ପତ୍ର ପତ୍ରିକାରେ ମୋ ଲେଖା ସ୍ଥାନ ପାଇଛି ଏବଂ ଜଣେ ଭଲ ବକ୍ତା ଭାବେ ସବୁଠି ପରିଚିତ ହୋଇଛି, ନାଲ୍କୋ ଇଞ୍ଜିନିୟରଙ୍କ ଦ୍ୱାରା ପରିଚାଳିତ ବକୃତା ପ୍ରତିଯୋଗିତାରେ ଦୁଇଥର କୃତିତ୍ୱ ହାସଲ କରି ସମ୍ମାନିତ ହୋଇଛି । ଏବେ ଆହ୍ବାନ ନାମକ ଇ ପତ୍ରିକାରେ ମୋ ଲେଖା ଏବଂ କବିତା ପ୍ରକାଶ ପାଉଛି । ବହୁତ ପରିଶ୍ରମ ପରେ ଭଗବାନଙ୍କ ଦୟାରୁ "ନୂଆବୋହୂ" ନାମକ ଏକ ପୁସ୍ତକକୁ ଜୀବନ୍ତ ରୂପ ଦେଇ ପାରୁଛି । ଏ ଲେଖା ପ୍ରତି ଏମିତି ସମର୍ପଣ ରହିବ ଏବଂ ଏ ଯାତ୍ରା ଆଗକୁ ଜାରି ରହିବ ।

Posts By ସୋନାଲି ଗଡ଼ନାୟକ

To Top