ପଟେଲଙ୍କ ମତରେ ଭାରତ ଓ ସୋଭିଏତ ସରକାରଙ୍କ “ଉଚିତ୍ ତଦନ୍ତ ସକାଶେ କୌଣସି ପଦକ୍ଷେପ ନନେବା” ହିଁ ସ୍ପଷ୍ଟ କରୁଛି ଯେ “ଶାସ୍ତ୍ରୀଙ୍କ ଅସମୟ ମୃତ୍ୟୁ ପଛରେ କିଛି ତ...
ଋଷରେ ଭାରତୀୟ ଦୂତାବାସରେ ରୋଷେୟା ଭାବେ କାର୍ଯ୍ୟରତ ମହମ୍ମଦ ଜାନ୍ଙ୍କ ଭୂମିକାକୁ ନେଇ ଟିଏନ ସିଂହ ସଂନ୍ଦେହ ପ୍ରକଟ କଲେ ।
ସେ କହିଥିଲା, ଯଦି ଏହି ପତ୍ର ଅସଲି ହେଇଥାଏ ତେବେ ଏହାର ଏକ ନକଲ ତ ପ୍ରଧାନମନ୍ତ୍ରୀଙ୍କ ସଚିବାଳୟରେ (ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ) ଉପଲବ୍ଧ ଥିବ ନିଶ୍ଚୟ ।
ସେ କହିଥିଲେ, ସେମାନେ ଯାହା ଉଚିତ୍ ଭାବୁଛନ୍ତି ତାହା ହିଁ କରନ୍ତୁ ।
ବିଦେଶ ମାଟିରେ ସନ୍ଦିଗ୍ଧ ଅବସ୍ଥାରେ ଜଣେ ରାଷ୍ଟ୍ରପ୍ରମୁଖଙ୍କ ମୃତ୍ୟୁବରଣ ଭାରତୀୟ ଇତିହାସର ଏକ ମାତ୍ର ଉଦାହରଣ ହୋଇଥିବାବେଳେ କାହିଁକି କୌଣସି ତଦନ୍ତ କରାଗଲା ନାହିଁ ?
ତା'ର ନରମ, ହାଲକା, ସ୍ପର୍ଶରେ ମୁଁ ଶିହରିତ ହେଲି । ହୃଦୟରେ ଘୃଣା, ଅଭିଲାଷାର ଭାବ ଜାଗ୍ରତ ହୋଇ ମୋ ହୃଦୟରେ କମ୍ପନ ସୃଷ୍ଟି ହେଲା ।
ଆପଣଙ୍କ ମତାମତ