ମା' ଦେଖିଲେ, କନ୍ୟାଟି ବଡ଼ ସୁନ୍ଦର, ଚମକି ପଡ଼ିଲେ, ଉପର ଦିଓଟି ସୁନ୍ଦର ପୁଅଙ୍କୁ ଯମ ନେଇ ଯାଇଛି, ଏ କନ୍ୟାଟିକୁ କାଳେ ଘେନିଯିବ, ନାମ ଦେଲେ ନିମ ।...
ତିଳକୁ ତାଳ କରିବା ତ ଆମ ଲୋକଙ୍କର ସ୍ୱଭାବ । କଥାରେ ଅଛି ପରା- "ପାଞ୍ଚ ପୁରୁଷରେ ପାଞ୍ଚ କଥା, ପାଞ୍ଚ ମାଇପିରେ ପଚିଶ କଥା ।"
ପାଶ୍ଚାତ୍ୟ ଶିକ୍ଷା ଏବଂ ସଂସ୍କୃତିର ଅବହାୱା ଆମକୁ ଅଣନିଶ୍ୱାସୀ କରିଦେଇଥିଲେ ହେଁ ତଥାପି ସ୍ମାର୍ଟ ସିଟିର ଦ୍ୱାହିରେ ମନ ଯାନରେ ଆମେ ଚଉଦ ଭୁବନ ବୁଲି ଆସିଲୁଣି ।
ତା'ର ନିଦ୍ରିତ କୁମାରୀ ଦେହ ପ୍ରଥମ ପୁରୁଷର ଯାଦୁସ୍ପର୍ଶରେ ନିଦ ଭାଙ୍ଗି ଜାଗି ଉଠିବାର ଅପୂର୍ବ ଅନୁଭୂତି ତା' ସ୍ନାୟୁଗ୍ରନ୍ଥିକୁ ଉଚ୍ଚକିତ କରିଦିଏ
ମାତ୍ର ସେଠି ସଂନ୍ତ୍ରାସବାଦ ସାଜି ସମାଜ ଆମ ସମ୍ପର୍କ ଭିତରେ ଆଣିଲା ଅନେକ ସମସ୍ୟା ।
ଝିଅ ଯିବାର ମାସେ ଭିତରେ ସ୍ତ୍ରୀ ମଧ୍ୟ ସବୁଦିନ ପାଇଁ କରୁଣାକର ବାବୁଙ୍କୁ ଏକୁଟିଆ କରି ଚାଲିଗଲେ
ପୁଅ ପାଖରେ ତ ସମୟ ନାହିଁ, ସେଥିପାଇଁ ଅଟୋ ନେଇ ଆସିଥିଲି । କିନ୍ତୁ ସେ ଅଟୋ ବାଲା ମତେ ଏଇଠି ଛାଡିଗଲା ।
ସେ ଅଧିକାର ଦେଖେଇ ମୋ ଜେଜିମା କୁ କହେ ଏ ଖୁଡି ଏ ବର୍ଷ ଭଲ ଲୁଗା ଖଣ୍ଡେ କରି ଦେବୁ ଯେ, ତୋ ଜୋଇଁ ଆଇବ କଇଚି
ତମର କଣ ସନ୍ଧ୍ୟା ପରେ ଦେଢ଼ା ଲାଗେ କି ? ଆଉ ୧୦ ଟଙ୍କା ପକେଇଲେ ପାଞ୍ଚ ମିନିଟରେ ଘରେ ପହଞ୍ଚିବି । ପଇସା ଟିକେ କମ ନକଲେ ମୁଁ...
କଲେଜ୍ରେ ଯୋଉ ବେବିନାକୁ ମୋହରା ବନେଇ କେତେକେତେ ପୁଅଙ୍କୁ ବ୍ଲାକ୍ ମେଲିଂ କରି ସେ ଶେଷରେ ଚୟନ କରିଥିଲା ଏଇ ଶୁଭକାନ୍ତକୁ ।
ଆପଣଙ୍କ ମତାମତ