ତାଟକା ହୋଇ ଚାରିଆଡ଼କୁ ଚାହିଁଲା । ତାରା ଆଲୁଅରେ ଧୋବଲା ହୋଇ କ'ଣଟାଏ କରନାଳ ପାଖରେ ଦିଶିଲା । ନୂପୁରୀ ଡାକିଲା କିଏ ସେ ?
ରଣ-ପିପାସୀ ବାବାଜି ଦଳ ଯୁଦ୍ଧ ଅଭାବରେ, ଦେଶ ଜୟ ଅଭାବରେ, ସ୍ୱାଧୀନତା ପ୍ରତି ଗଜପତିଙ୍କ ବିଶ୍ୱାସଘାତକତା ଫଳରେ କି ବେଶରେ କେଉଁ ଦୁର୍ଗ ତଳେ ଶେଷ-ଜୀବନ ଶେଷ କଲେ, ତାହା...
ଆଈ ! ବାପା ଟଙ୍କା ଲୋଭରେ ଗୋଟାଏ ବୁଢ଼ା ବରକୁ ମୋତେ ବିଭା ଦେଲେ ମୁଁ ପୋଖରୀକୁ ଡେଇଁ ପଡ଼ିବି ।
ପୋଲିସ୍ ଭାବିଥିଲା ଏମିତି କିଛି କୋଡ଼ ମାଡ଼ କରିଦେଲେ ଅର୍ଥ କିଛି ଝଡ଼ି ପଡ଼ିବ । ଦୁଃଖିଆ ପାଖରେ ତ ଫଟା ପାହୁଲାଟା ବି ନ ଥିଲା । ସେ...
ଜୀବନରେ ଶୂନ୍ୟତା ନ ଥିଲେ, ପୂର୍ଣ୍ଣତା ଆସେ ନାହିଁ । ଶୂନ୍ୟରୁ ହିଁ ଜୀବନ ଆରମ୍ଭ, ଶୂନ୍ୟତାରେ ଶେଷ ।
ପ୍ରଥମେ ତାଙ୍କୁ ଦେଖିବା ପରେ ସୁଦେବଙ୍କୁ ସେ ରୂପ ଚିହ୍ନା ଚିହ୍ନ ମନେ ହେଲା । କିନ୍ତୁ ଅଳ୍ପ ସମୟ ଭିତରେ ସେ ଜାଣିଗଲେ ଯେ ସେ ନାରୀଟି ବିଦର୍ଭ...
ପ୍ରେମ ଏକ ଐଶ୍ୱରିକ ଆନନ୍ଦ । ପ୍ରେମର ଆନନ୍ଦ ଯିଏ ପାଇଛି ସେ ଜାଣିଛି । ପ୍ରେମ ତ ଶାଶ୍ୱତ ଆଉ ପ୍ରେମ ତ ଅନାବନା ସ୍ୱପ୍ନର ଗଁନ୍ତା ଘର...
ଶୁଭକୁ ତା ସ୍ୱାମୀ ବହୁତ ଥର କହିଛନ୍ତି, ତୁମ ବାବାଙ୍କୁ କୁହ ଏଇଆ ଦେବେ, ସେଇଆ ଦେବେ, ଝିଅ-ଜ୍ୱାଇଁଙ୍କୁ ତ ଦେବେ ନା, ପରକୁ ନୁହଁ ଇତ୍ୟାଦି ।
ରଶ୍ମିତା ଦେବୀ ଏକ ସନ୍ତାନର ଜନନୀ ହୋଇଥିଲେ ମଧ୍ୟ ରବିର ସ୍ପର୍ଶରେ ନିଜର ପତିଦେବଙ୍କୁ ଭୁଲି ସାରିଥିଲେ ।
କାରଣ ସେ ଜାଣିଛନ୍ତି ଗୁମୁହୁଡୁମାରେ ନିରସ୍ତ୍ର ଆଦିବାସୀଙ୍କୁ ଅମାନବୀୟ ଭାବରେ ଯବାନ ମାନଙ୍କ ଗୁଳିବର୍ଷଣ ଜନିତ ପରବର୍ତ୍ତୀ ରାଜନୀତିର ତାତି ଯେ ଏଠାରେ ନହେବ କିଏ କହିବ ?
ଆପଣଙ୍କ ମତାମତ