ଠିକ୍ ସମୟରେ ଔଷଧ ନ ଖାଇ ତେଲ ମାଲିସ୍ ନ କରି ଥରକୁ ଥର ତ ଆଣ୍ଠୁଟାକୁ ବାଡ଼େଇ ଦେଉଛୁ । କହିଲୁ, ହାତରେ ହାତଟା ପଡ଼ି ନ ଥିଲେ...
ତା' ବୋଉ ମାଗି ଆଣିଥିଲା କଂସାଏ ପଖାଳ । ପୋଡ଼ାଆଳୁରେ ଲଙ୍କା ମରିଚଟେ ଦଳିଥିଲା ରସୁଣ ଦି'କୋଲା ଦେଇ । ଦେଇଥିଲା ସୋରିଷ ତେଲ ବେଶୀ କରି ।
ଦେଖନ୍ତୁ, ସଂସାରମୟ ରସାତଳଗାମୀ ହେଲେ, ସେଥି ମଧ୍ୟରୁ ଯେ କେତେଜଣ ସ୍ୱର୍ଗଗାମୀ ହେବାକୁ ଚେଷ୍ଟା କରୁଛନ୍ତି
ଦେଖାଗଲା ଗାଁ ଗାଁ କୀର୍ତ୍ତନ କଲାବେଳେ ଅଇଁଠାରେ ହାତ ଥାଏ କରତାଳରେ ବନ୍ଦ, ଆଉ ଆଖି ଥାଏ ଆଖପାଖର ଗାଈ ଗୋରୁଙ୍କ ଉପରେ
ମୁଁ ତାଙ୍କୁ ବାରବାର ତେତିକିବେଳେ କହିଥିଲି- ପରପୁଅ ଗୁଞ୍ଜାରୁଅ ସେ ବଳେଇରେ ପଶ ନା । ଶୁଣିଲେ ନାହିଁ, ଏବେ ଭୋଗ ।
ଢାଉଁ ଢାଉଁ ବାଜଇ ଢୋଲ, ବାହାରେ ଚିକ୍କଣ ଭିତରେ ପୋଲ । ନିଜର ଅତ୍ୟଧିକ ସରଳତାକୁ ହିଁ ଦାୟୀ କରି ବାଡ଼େଇ କଚାଡ଼ି ହେଉଥାନ୍ତି । ମଝି ଦରିଆରେ ଭସେଇ...
ତୋ ଭଲି ଲମ୍ପଟଟାଏ ଯେତେବେଳେ ନଶ୍ୱର ଶରୀର, ଭାସ୍ୱର ଆତ୍ମା ଭଳି ଟପିକ୍ ଉପରେ ଭାଷଣ ଦିଏ, ମନେ ହୁଏ ବିରାଡ଼ି ବୈଷ୍ଣବ ଉପାଧିଟା ତୋ ପାଇଁ ହିଁ ଉପଯୁକ୍ତ...
ତଥାପି ତାଙ୍କର ଆଶା ଥିଲା, ତା' ପ୍ରତି ତାଙ୍କ ପିତୃ ହୃଦୟରେ ସଞ୍ଚିତ ଥିବା ସ୍ନେହ, ଶ୍ରଦ୍ଧା, ଶୁଭକାମନା କଥା ମନରେ ହେଜି ଅଜୟ ଘରକୁ ଫେରିଆସିବ ।
ତାଙ୍କର ଦୁର୍ଭାଗ୍ୟ ଓ ଦୁର୍ଭୋଗ ପାଇଁ ସମସ୍ତେ ତାଙ୍କୁ ଦାୟୀ କରୁଥିବା ସମୟରେ ଏକମାତ୍ର ଦମୟନ୍ତୀ ହିଁ ତାଙ୍କ ଉପରେ ବିଶ୍ୱାସ ଦୃଢ଼ ରଖିଥିଲେ ।
ଖାଲି ହାତ ନୁହେଁ ଏବେ ଏବେ ଗୋଡ ଆଉ ଦେହକୁ ବି ଦେଖିଲା, ତା'ର ପୁରା ଦେହ ଥରୁ ଥିଲା । ଖରାଦିନେ କୁକୁର ନାଳ ପାଣିରେ ଶୋଇ ଜିଭ...
ଆପଣଙ୍କ ମତାମତ