ସେଗୁଡ଼ିକରେ ଲାଗିଥିଲା ଟୋପା ଟୋପା ରକ୍ତ । କେତେବେଳେ ତା' ଆଖିରେ ନିଦ ଆସିଯାଇଛି ସେ ଜାଣେ ନାହିଁ । ନିଦ ଭାଙ୍ଗିଲାବେଳକୁ ଦେଖିଲା ତା' ପାଖରେ ମାୟାଦେଈ ବସିଛି...
ଜୀବନ ଚାଲିଗଲେ ବି ତୁ କାହାକୁ ଏ କଥା କହିବୁ ନାହିଁ କି ମୁଁ କହିବି ନାହିଁ । ନ ହେଲେ ମୁଁ ସତ କହୁଛି, ଅର୍ଜୁନ ବାଆଜୀ ପୋଖରୀକୁ...
ଆପଣଙ୍କ ମତାମତ