ମୁଁ ଜଣେ ପତିବ୍ରତା ନାରୀ । ମୋର ସ୍ୱାମୀ ମୋ ପ୍ରତି ଅନୁଗତ । ବହୁ ଉତ୍ତମଗୁଣର ଅଧିକାରୀ । ଭାଗ୍ୟଦୋଷରୁ ଆମେ ପରସ୍ପରଠାରୁ ବିଚ୍ଛିନ୍ନ ହୋଇଯାଇଛୁ ।
ଦାଦା ମୁଁ କିଛି କରିପାରିବିନି । ଏ ଗୋଟେ ଭୟଙ୍କର ଅପୂଜାଦେବୀ କି କ'ଣ ? ତାକୁ ସାଧ୍ୟ କରିବାର କ୍ଷମତା ମୋ ପାଖରେ ନାହିଁ । ତମେ ଅନ୍ୟ...
ପିଲା ଯଦି ବାପା ମାଙ୍କ ସ୍ନେହ, ଭଲ ପାଇବା ଛୋଟରୁ ନ ଜାଣିଲା, ସେ କ'ଣ ପାଇଁ ବୁଢାବୁଢୀଙ୍କୁ ପଚାରିବ, କଣ ପାଇଁ ଭଲ ପାଇବ ।
ଏବେ ଲୋଡ଼ା ତ ଏକ ନିର୍ମଳ ଆକାଶ । ଲୋଡ଼ା ତ ଏକ ସାଧାରଣ ମଣିଷର ଜୀବନ । ଯେଉଁଠି ଯବାନ ମାନଙ୍କର କମ୍ୱିଂ ଅପରେସନ୍ର ଭୟ ନଥିବ ।...
ସେ ଏପରି ଜଣେ ସୁନ୍ଦରୀ ନାରୀକୁ ନିଃସହାୟା ଦେଖି ନିଜର ବାସନା ଚରିତାର୍ଥ କରିବାକୁ ଚାହିଁବାରୁ ଦମୟନ୍ତୀଙ୍କର ସତୀତ୍ୱର ତେଜ ପ୍ରଜ୍ୱଳିତ ହୋଇଉଠିଲା ।
ମୁଁ ବଞ୍ଚିଥିଲା ଯାଏ ତତେ ପୋତା ଧନର ଠିକଣା କହିଦେବି । ଟଙ୍କା ବାକ୍ସର କଞ୍ଚି ତତେ ଦେଇ ଦେବି । ତୁ ଯୋଗନୀଖିଆ, ବାଡ଼ିପଶା, ହେଡ଼ାଖିଆ, ତା ପରେ...
ଏକାନ୍ତରେ ବାରମ୍ୱାର ଦେଖା ଚାହାଁ ମିଳାମିଶାରେ ଛାତି ତଳର ନିଆଁ ଆଖି ଆଇନାରେ ଧରା ପଡ଼ିଯାଇଥିଲା । କାମ ଜାତିଗୋତ୍ର ପଦପଦବୀ ମାନମର୍ଯ୍ୟାଦା ବଳବୟସକୁ ଅପେକ୍ଷା କରେ ନାଇଁ ।
ନାମ ହୋଇଛି, ମିସେସ୍ ମହାପାତ୍ର । ମାତ୍ର ପୋଇଲୀମାନେ ଆଉ ମୂର୍ଖ ଚାକରଗୁଡ଼ାକ ଠିକ୍ ନାମ ଧରି ଡାକି ପାରନ୍ତି ନାହିଁ । କେହି କେହି କିସ୍ ମିସ୍ ମାହାପାତ୍ର-...
ଶୁଚିମନ୍ତ ଯମ ଦେବତା ମାନବର ଏହି ଅଇଁଠା ନାମଧାରୀ ବକଟେ ହେବ ଶିଶୁକୁ ଛୁଇଁବ ନାହିଁ, ଏହି ଥିଲା ନାମକରଣର ଭିତିରି ରହସ୍ୟ ।
ତା'ର ବିଚାର ବୁଦ୍ଧି ଅଛି କି ନାହିଁ, ସେ ମଧ୍ୟ ଏକ ସନ୍ଦେହ । କାରଣ ସେ ଯେ ସକଳ କାର୍ଯ୍ୟ କରେ, ପଶୁ ପକ୍ଷୀମାନଙ୍କ ପରି ଗୋଟାଏ instinct...
ଆପଣଙ୍କ ମତାମତ