ଏକପାଦ ହଳଦୀବସନ୍ତ ଉଡ଼ିଯାଉଛି ତାଙ୍କ ପାଖକୁ. . . ତାଙ୍କ ମଝିରେ ଟିକେ ବସିଯାଉଛି. . . ସେମାନଙ୍କ ଥଣ୍ଟରେ ଥଣ୍ଟ ଘଷୁଛି ଓ ପୁଣି ଉଡ଼ିଆସୁଛି ମୋ ବୋଉ...
ମନେକଲା ଦୁଃଖ କ'ଣ ? ଦୁଃଖ ତ ଆନନ୍ଦର ଗୋଟିଏ ଅଂଶ ମାତ୍ର, ଘର ପାଇଁ ପାଇଖାନା ଯେପରି ଆବଶ୍ୟକ, ସୁଖ ଆନନ୍ଦ ସଙ୍ଗେ ଦୁଃଖ ନୈରାଶ୍ୟ ଯେ ସେହିପରି...
ପୁଅ ବି ତା'ର "ପୁନଶ୍ଚ" କଥାଟାକୁ ତ ବୁଝିପାରିବ ନି । ତିଆଡ଼ି ଚିଠିଟାକୁ ଏଡ଼େ ଭଲ କରି ଲେଖିଥିଲେ । ଶେଷରେ ଖଣ୍ଡିଆ ରାମ ଖାଁ କେଉଁଠି ଥିଲା,...
କ'ଣ ଥିବ ଏଇ କୁମୁଦ ରଞ୍ଜନ ପାଖରେ- ବୀରେନ୍ଦ୍ର ମୋହନ ଚିନ୍ତା କଲେ । ତିନି ବଖୁରିଆ ଘରଟିଏ । ହୁଏତ ଭଡ଼ାଘରେ ସେ ରହୁ ଥାଇପାରେ । ଗୋଟେ...
ତାହାରି ଲାଗି ସେ ମାଣେ ବିଲ ବିକି, ଦୁଇଟା ଦୁଧିଆଳୀ ଗାଈ ବନ୍ଧା ଦେଇ ତେବେକେ ମଧ୍ୟ ଥୟ ଧରି ପାରିଲା ନାହିଁ । ଯେବେ ସେ ରେଙ୍ଗୁନ ଯାଇ...
ଆଝୁଁ ତିନି ପକ୍ଷ, ତିନି ମାସ, ତିନି ବରଷ ମଧ୍ୟରେ ତାହାର ସର୍ବନାଶ ହେବ । ଏହା ଯଦି ନ ହୁଏ, ମୁଁ ଆବ୍ରାହ୍ମଣ, ଏ ବ୍ରହ୍ମଗଣ୍ଠି ଛିଡ଼ାଇ ପକାଇବି...
ଝିଅ ନୁହେଁ ଘିଅ, ତାକୁ ଗମ୍ଭୀରି ଶିକାରେ ଥୁଅ ।" କେତେବେଳେ ଗୋଡ଼ ଖସି ଯିବ କିଏ କହିବ ? ସଂସାର ଗତି ତ ତମେ ସବୁ ଜାଣ ବାବୁ...
ତା'ର ଅଣ-ଛାତ୍ର ସ୍ତାବକ, ସମର୍ଥକମାନେ ତାକୁ ଟିହାଇବାକୁ ଲାଗିଲେ- କଲେଜ୍ ନିର୍ବାଚନରେ ତା'ର ନିଶ୍ଚିତ ବିଜୟ ପଥରେ ପ୍ରଧାନ ପ୍ରତିବନ୍ଧକ ଦୀପା ସାହୁ ।
ସେ ଭାବୁଥିଲା, ସବୁ ଆମ୍ୱକଷି କ'ଣ ବଡ଼ ହେବାର ଭାଗ୍ୟ ପାଏ । କିଛିକୁ ଜାଳିପକାଏ ନିର୍ଦ୍ଦୟ କୁହୁଡ଼ି । ଆଉ କିଛି ଦୁର୍ବଳତାରୁ ଏମିତି ଝଡ଼ିଯାଆନ୍ତି ହାବୁକା ହାବୁକା...
ଚେଷ୍ଟା କରେ ଫଳର ସିଦ୍ଧ ବା ଅସିଦ୍ଧି ହୋଇପାରେ । କିନ୍ତୁ ମୂଳରୁ ଫଳ ସମ୍ପର୍କରେ ଆଶଙ୍କା ଗ୍ରସ୍ତ ହୋଇ କର୍ମଚେଷ୍ଟା ନ କରିବା କାପୁରୁଷର ଲକ୍ଷଣ । ତେଣୁ...
ଆପଣଙ୍କ ମତାମତ