ଅଶୋକ ରାଉତ ପ୍ରସ୍ତାବ ଦେଲା- ପୁପୁ, ଚାଲ୍ ଏଥର ଜମାଣିଆ ଗୁରୁ ଦିବସ କରିବା । ଆମର ତ ଏ କଲେଜରେ ସମୟ ସରି ଯାଉଛି । ଏଇଟା ଶେଷ...
ସେ ଜାଣେ ଅପରାଧୀଙ୍କ ଚେହେରା କେମିତି ଦିଶେ । ସେମାନଙ୍କ ଚେହେରା ଡଉଲଡାଉଲ । ସେମାନେ ସଫା ଲୁଗା, ପିନ୍ପିନ୍ ଇସ୍ତ୍ରୀକରା ପୋଷାକ ପିନ୍ଧନ୍ତି । ତାଙ୍କ ଜୋତା ଚକ୍...
ନିଜେ ଦୁଇ ଟୋପା ଲୁହ ନିଜର ଚିରା କାନିରେ ପୋଛି ଦେଇ ବଳଦ ଉପରେ ହାତ ମାରି ପୁଣି କହେ ଆଉ ଗୋଟାଏ ଗଳ୍ପ । ଲୋକଙ୍କ ବାଟ ସରିଯାଏ...
ବୋପା ଲୋ ! ମା' ଲୋ ! ବୋଲି କହି ଗଡ଼ିଲେ । ଆଉ ରଡ଼ି କରିପାରୁ ନାହାନ୍ତି, ଖାଲି ଗଁ ଗଁ ଗର୍ଜୁଛନ୍ତି । ମୁହଁ ଭାରି ଫୁଲିଗଲାଣି-...
ସେଥିପାଇଁ ଲୋକେ କହନ୍ତି- ମା' ବାପ ଠାରୁ ସୋଦର ନାଇଁ, ଆଖୁଗୁଡ଼ଠାରୁ ମଧୁର ନାଇଁ ।
ଭଲ କରି ନିରୀକ୍ଷଣ କଲି, ବାମ ଆଖି ଫୁଲି ନାଲି ପଡ଼ିଯାଇଥାଏ, ଓଠ ଫାଟି ରକ୍ତ ଶୁଖି ଯାଇଥାଏ, ବାହୁ, ଜଙ୍ଘରେ ନୋଳା କଳା ଚମଡ଼ା ଉପରେ ଆହୁରି କଳା...
ତା' ମାମୁ ପୁଅ ଭାଇଙ୍କ ଝିଅ ଝିଆରୀକୁ ପ୍ରେମରେ ଫସାଇ ସେ ତା' ସଙ୍ଗେ ଥରେ ସାତଦିନ ପର୍ଯ୍ୟନ୍ତ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଥିଲା ।
ମୂର୍ତ୍ତି ନ ଥାଇ ମନ୍ଦିର ଥାଇପାରେ, କିନ୍ତୁ କଳହ ନ ଥାଇ ଦାମ୍ପତ୍ୟ ଜୀବନ ନ ଥାଏ । ଅବଶ୍ୟ ଅନ୍ୟା ଶାନ୍ତ, ଶିଷ୍ଟା ଝିଅ । ପାଟିତୁଣ୍ଡ ସହ୍ୟ...
ମଦରସ୍ ଡେ ଉପଲକ୍ଷେ ତାଙ୍କ ପାଇଁ ଏତେ ଦାମୀ ଶାଢୀ, ଗୁଡାଏ ଫୁଲତୋଡା, ବଡ କେକ୍ ଯୋଗାଡ କରିବା କ'ଣ ନିହାତି ଜରୁରୀ ଥିଲା ?
ପୁଣିଥରେ ସେମିତିକା ପାଟି ସହିତ, ଦୁଲଦାଲ, ଭୁସ୍ଭାସ୍ ଶବ୍ଦ ଶୁଣି ସୁଦାମବାବୁ ଡ୍ରଇଂରୁମ୍କୁ ଚାଲି ଆସିଲେ ।
ଆପଣଙ୍କ ମତାମତ