ବୁଢ଼ା ଦେହରେ ଆଶ୍ୱାସନାର ହାତ ବୁଲାଇ ଆଣିବାକୁ ଏଠି କୌଣସି ଦେହ ଜୀବିନୀଠାରେ ଘୃଣା ତିଳେ ନାହିଁ ।
ଚାହାଳିକୁ ଯାଇ ଅକ୍ଷର ଚିହ୍ନିବା ଶକ୍ତି ହାସଲ କରିବା ଦୂରେ ଥାଉ, ଖାଇବା ପିନ୍ଧିବା ଛଡ଼ା ଆଉ କିଛି କାମ ତାହାକୁ ଆସେ ନାହିଁ- ଦୁନିଆଁର ସମ୍ପୂର୍ଣ୍ଣ ଅନାବଶ୍ୟକ ।
ମାତ୍ର ଆମର ଏ ଦେଶ ଗଣତନ୍ତ୍ର । ଏଠି ଗୋଟେ ଘୋଡ଼ାଠାରୁ ଦିଇଟି ଗଧଙ୍କର ମୂଲ୍ୟ ବେଶି । କାରଣ ଗୋଟେ ଘୋଡ଼ାର ଗୋଟିଏ ଭୋଟ୍, ଯୋଡ଼େ ଗଧଙ୍କର ଦିଇଟି...
ମମ୍ କହିଲେ- "ସାମାନ୍ୟ ବୁଝାମଣାର ଅଭାବ ପାଇଁ ସାରା ଜୀବନ ଯେ ନଷ୍ଟ ହେଲା ଏ କଥା ବୁଝିପାରୁଛ ।''
କାକମାନେ ଆସି ନୀତିନିଷ୍ଠ ବ୍ରାହ୍ମଣର ଯଜ୍ଞହବି ଅପହରଣ କଲେ, ଶାର୍ଦ୍ଦୁଳର ଗୁହାରେ ଶୃଗାଳ ନିଜର ପରାକ୍ରମ ପ୍ରଦର୍ଶନ କଲା ।
ତାକୁ ଏମିତି କାନ୍ଦୁଥିବା ଦେଖି ତାକୁ କୁଣ୍ଢେଇ ଧରି ପକେଇଲି କିଛି ସମୟ ପାଇଁ । ଏ ଭିତରେ ଘର ଭଙ୍ଗା ମେସିନଟା ସରକାରୀ ବାବୁ ମାନଙ୍କ ସହିତ ଆସି...
ବୁଝିଲ ଦୀନବନ୍ଧୁ, ବେଳେବେଳେ ଇଚ୍ଛା ହୁଏ ପିଲାଙ୍କୁ ବେଶୀ ପଢେଇ ବିଦେଶ ପଠାଇ ମୁଁ ଭୁଲ୍ କରିଛି । ସେମାନେ ଯଦି ଏଇଠି ଥାଆନ୍ତେ ତେବେ ମୋରି ପାଖରେ ରହିଥାନ୍ତେ...
ଦେଢ଼ଶୁରଙ୍କର ପାଟିରେ ଗୋଟାପଣେ ଥରି ଉଠିଲା ପ୍ରମିଳା । କାହିଁକି ଏତେ ରାନ୍ଧୁଚି ? ଘରେ ଖାଇବାକୁ ପରା କେତେ ଲୋକ ? କାହା ପାଇଁ ରନ୍ଧା ହେଉଚି ସବୁ...
ସେ କିନ୍ତୁ କିଂକର୍ତ୍ତବ୍ୟବିମୂଢ଼ । ସେ ନିଜେ ପରିବାର ପାଇଁ ଯେତିକି ଅଦରକାରୀ ହୋଇପଡ଼ିନି, ତା'ଠୁ ବେଶି ଅଲୋଡ଼ା ହେଇ ପଡ଼ିଛନ୍ତି ତା' ଫାଇଲ୍ ଭିତରେ ଥିବା ନିଜ ସାର୍ଟିଫିକେଟ୍...
ଅନିଚ୍ଛା ସତ୍ଵେ ନିଜର ବ୍ୟାଗ୍ଟିକୁ ପାଖ ସିଟ୍ରେ ରଖିଲା । ଯାହା ହେଲେବି ସିନିଅର୍ ଅଫିସର୍ । ତାଙ୍କ ହାତରେ ଚାକିରୀ । ତାଙ୍କୁ ଖୁସି ନରଖିଲେ ଚାକିରି ଚାଲିଯିବା...
ଆପଣଙ୍କ ମତାମତ