ଯଦି ନାରୀଟିଏ ସଚେତନ ହେବ ତେବେ ତା’ର ସନ୍ତାନ ଯେତେ ଊର୍ଦ୍ଧ୍ଵକୁ ଉଠିଲେ ମଧ୍ୟ ତା’ର ପାଦ ଦୁଇଟି ମାଟିର ଧରାତଳ ଉପରେ ଦୃଢ଼ ଭାବରେ ଦଣ୍ଡାୟମାନ ହୋଇ ରହିବ...
ଆମର ଜଣେ ସାର୍ ଦୀର୍ଘ ୧୭ ବର୍ଷ ହେଲା ଏଇ ରାଇଜର ବଡ଼ଗାଦି ମାଡ଼ି ବସିଛନ୍ତି, ତାଙ୍କୁ ଭୁଲିଗଲେ ଚଳିବ କେମିତି ?
ଭାଷା ଓ ସାହିତ୍ୟକୁ ବଞ୍ଚେଇରଖିଲେ ହିଁ ଜାତି ଆଉ ସମାଜର ସଂଜ୍ଞା ଜୀବିତ ରହିବ । ଭାଷା, ସାହିତ୍ୟ ହଜିଗଲେ ଜାତିର ଗର୍ବ ଗୌରବ ଲୁଚିଯିବ । ଏଥିପାଇଁ ସମସ୍ତେ...
ଏ ଯୁଗରେ ମର୍ଯ୍ୟାଦାବନ୍ତ ପୁରୁଷୋତମ ଶ୍ରୀରାମଚନ୍ଦ୍ରଙ୍କୁ ମଧ୍ୟ କାଠଗଡାକୁ ଟଣାଯାଏ ! ଈଶ୍ୱର ମଧ୍ୟ ଦୟାର ପାତ୍ର ଏଠି । କେବେକେବେ ତାଙ୍କ ଅସ୍ଥିତ୍ୱକୁ ନେଇ ତର୍କ ଓ ରକ୍ତପାତ...
ପ୍ରଭାବଶାଳୀ ସାହିତ୍ୟର ଅଭାବ ହିଁ ଓଡ଼ିଆ ପାଠକ ସଂଖ୍ୟା ହ୍ରାସର ମୂଳ କାରଣ। ଏହା ହିଁ ପ୍ରମାଣ କରେ ଲେଖକର ସମାଜ ପ୍ରତି ଥିବା ଅଙ୍ଗିକାରବଦ୍ଧତାକୁ।
ସମୟକୁ ଧରି ରଖିବାର ବୃଥା ଚେଷ୍ଟା ନ କରି ସମୟର ସଦ୍ ବିନିଯୋଗ କରିବା ହେଉଛି ବୁଦ୍ଧିମାନର କାର୍ଯ୍ୟ ।
ପ୍ରାଣୀମାନଙ୍କର ଏତେ ଆର୍ତ୍ତନାଦ ଆଉ ଦୁଃଖ ଦେଖି ଦେଖି ମୁଁ ଆଉ ସହି ପାରୁନାହିଁ ।
ଓଡ଼ିଆ ଲିପିର ଆଧୁନିକ ଜ୍ଞାନ କୌଶଳ ଭିତରକୁ ପ୍ରବେଶ ନୁହେଁ ସମ୍ପୁର୍ଣ୍ଣ ଓଡ଼ିଆଙ୍କ ଉନ୍ନତ୍ତ ଜ୍ଞାନକୌଶଳକୁ ବଞ୍ଚାଇ ରଖିବା ପ୍ରୋତ୍ସାହିତ ଓ ପରିବେଶଣ କରିବା
ଆପଣଙ୍କ ମତାମତ