ମୋ ଉପରେ ଏତେ ଲାଞ୍ଛନା! ବେହିସାବ ଦାଗ ମୋ ଲୁଗାରେ, କେଜାଣି କି ଭାବେ ଦିଶିଯାଉଥିଲା !!
ତୁମ ଦେହେ ଭରା କଳଙ୍କ, ମୋ ପଣତ କାନିରେ ଦାଗ, ତୁମେ ହସ ଖିଲି ଖିଲି, ନୀଳ ଗଗନ ବୁକୁରେ ମୋ ହସରେ ନାହିଁ କାଳେ ବାଗ !
ଆପଣଙ୍କ ମତାମତ