ସ୍ଵପ୍ନ ତ ଅସୁମାରି ମନରେ ଖେଳିବୁଲେ ହୃଦୟ ମଧ୍ୟରେ କେଜାଣି ସେ ସ୍ବପ୍ନ ସତ ହେବ କି ଜୀବନରେ ।
ଆମେ ଚାରି ଭାଇ ଭଉଣୀ ସକାଳୁ ସକାଳୁ ଚୁଲିମୁଣ୍ଡରେ ବୋଉକୁ ଘେରି ବସିଥିବୁ । ଚୁଲିରେ କୁଟାନୁଣ୍ଡା ପୁରେଇ ଦେଇ ବୋଉ ମାଟି ପଲମ ବସେଇ ଦେଇଥିଵ ।
ଆପଣଙ୍କ ମତାମତ