ଗୋଟିଏ ସ୍ଥାନରେ ମୁଖ୍ୟମନ୍ତ୍ରୀ ଚଣ୍ଡିଖୋଲବାସୀଙ୍କୁ ଚଡିଖୋଲବାସୀ କହୁଥିବା ବେଳେ ଆଉ ଗୋଟିଏ ସ୍ଥାନରେ ମାନ୍ୟବର ବାରିପଦା ବାସୀଙ୍କୁ ବାଡିପଡା ବାସୀ ବୋଲି କହୁଥିଲେ ।
ମହାନଦୀ ଶୁଷ୍କ ହୋଇଗଲେ ଓଡିଶାବାସୀଙ୍କର ଜୀବନ ବିପନ୍ନ ହୋଇଉଠିବ ତଥା ଓଡିଶାର ପ୍ରଗତୀ ଓ ସମୃଦ୍ଧିରେ ବାଧା ଓ ପ୍ରତିବନ୍ଧକ ମାନ ସୃଷ୍ଟି ହେବ ।
ଗଣତନ୍ତ୍ରର ପବିତ୍ରତା ରକ୍ଷାକରି କାହାରି ଅର୍ଥବଳ, ବାହୁବଳ, ପ୍ରତିଶୃତି, ପ୍ରଲୋଭନ ତଥା ଧମକ ଚମକରେ ପ୍ରଭାବିତ ନ ହୋଇ ନିର୍ଭୀକ ମତଦେଇ ଭୋଟଦାନ କାର୍ଯ୍ୟରେ ସାମିଲ ହେବା ।
ଆପଣଙ୍କ ମତାମତ