ପାଲ ଫାଙ୍କରେ ମୁହଁଟି ଲେଖା ଆଖିରେ ଆଖିରେ ଇଙ୍ଗିତ କରୁଛନ୍ତି -ଯା -ମାଡିଯା । ତୁ' ପରା ଆମର ନେତା ହରି ଅପ୍ -ଶିବୁନ ହରି ଅପ୍ । ବ୍ରାଭୋ...
ବାପା ତୁ କାହା ସାଙ୍ଗରେ କ’ଣ ବଜର ବଜର ହଉଚୁ ମ ! ମୋତେ ଭାରି ଭୋକ । ପେଟ ମୋଡି ଦୁଚି । ମୁଁ ଆଉ ଚାଲିପାରୁନି ।
ଖକା, ଆପନଙ୍କ ବହି ପଢ଼ିବା ପାଇଁ ମୁଁ ଉରିଆ ଶିଖୁଚି । ଆହୁରି ଶିଖିବି । ଆମେରିକାରେ ଉରିଆ ଲୋକ ବହୁତ ଅଛନ୍ତି । ଆପନ୍ ଭଲ ବହି ପଠାଇବେ...
ସରକାର ମଧ୍ୟ ପିଲାର ଚିକିତ୍ସା ପାଇଁ ଦି ଲକ୍ଷ ଟଙ୍କା ସାହାଯ୍ୟ ଘୋଷଣା କଲେ । ତା ପରେ କିଏ କୁଆଡେ ଗଲେ ଯେ ଗଲେ, କୁଆଡେ ଗଲା ସେ...
ହୁଏତ ଏ ବ୍ୟାଗ୍ ତମ ପାଖରେ ଛାଡ଼ିନଥିଲେ ଆଜି ମୋତେ ଏଠି ଦେଖୁନଥାନ୍ତେ । ଏତେ ବଡ଼ ଉପକାର ବଦଳରେ ଏ ଟଙ୍କାର ମୂଲ୍ୟ କେତେକି ।
ଆଚ୍ଛା ଏଇ ଯେଉଁ ଭଦ୍ର ମହିଳା ଆପଣଙ୍କ ସାମ୍ନାରେ ବସିଛନ୍ତି, ଆପଣଙ୍କ କୋଉ ଆଇନ୍ ବହିର ଯୁକ୍ତି ତାଙ୍କୁ ବିବାହିତା ପ୍ରମାଣ କରିପାରିବ ।
ମୋ ସିଗାରେଟ୍ ପିଇବା ତା'ର ଆଉ ଏକ ଉଦାରତାର ନମୁନା କୁହାଯାଇପାରେ । ଦିନ ତମାମ ମୋ ଖାଇବା ନ ଖାଇବା, ପିନ୍ଧିବା ନ ପିନ୍ଧିବାରେ ତା' ପାଖରେ ଖବର...
ନଇପଡ଼ି ମା'ର ପାଦକୁ ଛୁଇଁଚି ଆଉ ପରେ ପରେ ସିମାନୀକୁ ଜାବୁଡ଼ି ଧରି ଶୂନ୍ୟେ ଶୂନ୍ୟେ ତୋଳି ଧରିଚି ଯେ କାହାରି ପାଖରେ ମୋ ଖୁସିର କାରଣ କ'ଣ ପଚାରିବାକୁ...
ସବୁ ଚିନ୍ତା ଭିତରକୁ ପଶି ଆସୁଚି ସିମାନୀର ସେଇ ଧମକ- "ମା'କୁ କହିଦେବି ।"
କେତେ ଦୁଃଖ କଷ୍ଟ ସହି ନିଜ ପୁଅ ପାଇଁ ଗୋଟାଏ ସବଳ ଇଚ୍ଛାକୁ ପରିଣତି ବୟସରେ ଦୁର୍ବଳ ଛାତିରେ ସାଇତି ରଖିଥିବା ମଣିଷ ।
ଆପଣଙ୍କ ମତାମତ