ଶିବଦୂତ ମୁଁ. . . ମହାପୁରୁଷ ସହଭାଗୀ ସବୁରି ଅନ୍ତର ରାଜା, ରଙ୍କି, ଭୋଗୀ, ଯୋଗୀ ସମସ୍ତେ ପାଉଁଶ ମୋ ହାତର. . .
ବାରଶତ ସିଂହର ବୁଦ୍ଦୁ ତା'ର ବାରଶତ ସୂର୍ଯ୍ୟର ତା'ର ଶୌର୍ଯ୍ୟ, ବାରଶତ କୋଣାର୍କର ଧର୍ମପଦ ସେ, ବାର ବରଷର ବାଜି ରାଉତ ।
ହେ ଦେବଗଣ ! ଗଲା ସେ ଅମୃତ ତୁମ କଣ୍ଠରେ ବିଷ ପାନ କଲେ ନୀଳକଣ୍ଠ ଅସୁରେ ଗଲେ ଶିଶୁପାଳ ହୋଇ. . . ଆଉ ଆମେ ! !...
ଆପଣଙ୍କ ମତାମତ